Latest Odisha News

BREAKING NEWS

ନୂଆ ଅବତାରରେ ଅନୁପ ଜଲୋଟା; ଦେଖନ୍ତୁ ଫୋଟୋ

ନୂଆଦିଲ୍ଲୀ: ଭକ୍ତ ଗୀତ ଗାଇବା ପାଇଁ ବେଶ୍ ଜଣାଶୁଣା ଗାୟକ ଅନୁପ ଜଲୋଟାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ରାପ ଗୀତ ଗାଇବାକୁ ସଜ ହେଲେଣି ।

ମଙ୍ଗଳବାର ଦିନ ୬୭ ବର୍ଷିୟା ଗାୟକ ତାଙ୍କ ସହଯୋଗୀ ଜସଲିନ୍ ମଥାରୁଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର “ୱୋ ମେରୀ ଷ୍ଟୁଡେଣ୍ଟ ହୈ”ର ସେଟରୁ କିଛି ଚିତ୍ର ସେୟାର କରିଛନ୍ତି ।

ଅନୁପ ଜାଲୋଟା ତାଙ୍କ କ୍ୟାପସନରେ ଲେଖିଛନ୍ତି: “Wrapped up the shoot of my upcoming film Woh Meri Student Hai with a rap song. Now get ready to dance with me. Releasing soon.”

ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସମାନ ଚିତ୍ର ସେୟାର କରି ଜସଲିନ୍ ତାଙ୍କ କ୍ୟାପସନରେ ଲେଖିଛନ୍ତି: “Eyeliner wali aakhan mein tere utte rakhan. Wrapped up the shoot with a rap song.”

ଏଠାରେ ଅନୁପ ଜାଲୋଟାଙ୍କ ପୋଷ୍ଟକୁ ଦେଖନ୍ତୁ:

କିଛି ଦିନ ପୂର୍ବେ ଏହି ଦୁଇ ଜଣଙ୍କ ଏକ ବିବାହ ବେଶରେ ଫୋଟୋ ଭାଇରାଲ ହୋଇଥିଲା, ଯାହା ତାଙ୍କ ଆଗାମୀ ସିନେମାର ଏକ ପ୍ରମୋସନାଲ ଫୋଟୋ ଥିବା ସେ ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.