ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବାବା କପିଳେଶ୍ୱର ମନ୍ଦିର ରାଜ୍ୟର ଅନ୍ୟତମ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ । ଏହି ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (Archeological Survey of India) ଦ୍ୱାରା ସଂରକ୍ଷିତ କ୍ଷେତ୍ର ସୂଚୀରେ ରହିବା ଯୋଗ୍ୟ ଅଟେ ।
Our famous Kapileshwar Temple in Bhubaneswar deserves to be a 'Protected Monument' by ASI. Sevayats & residents had requested for its inclusion in the List of @ASIGoI
Met Minister @kishanreddybjp yesterday & the officials.
Was assured of all support.
Hopefully,it will be done. pic.twitter.com/XAptEwbjxD— Aparajita Sarangi, Member of Parliament (@AprajitaSarangi) April 4, 2023
ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି, କାହିଁକି ମନ୍ଦିର ଏଏସ୍ଆଇରେ ସାମିଲ ହେବା ଦରକରା ।
ଆଲୋଚନା ପରେ ସକାରାତ୍ମକ ଭାବେ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିବା ସାଂସଦ ଅପରାଜିତା କହିଛନ୍ତି । ଖୁବଶୀଘ୍ର ଏହା ଏଏସ୍ଆଇ ସଂରକ୍ଷିତ ସୂଚୀରେ ସ୍ଥାନ ପାଇବ ଏବଂ ମନ୍ଦିରର ରକ୍ଷାଣବେକ୍ଷଣ, ବିକାଶ କାର୍ଯ୍ୟ, ସୌନ୍ଦର୍ଯ୍ୟ କରଣ ହୋଇ ପାରିବ ବୋଲି ଅଶା କରାଯାଉଛି ।
Comments are closed.