Latest Odisha News

ଓଡ଼ିଶା ପାଇଁ NMAର ବାଇ ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଓଡ଼ିଶାର ପୁରାତନ କୀର୍ତ୍ତିରାଜିର ବିକାଶ ନିହାତି ଆବଶ୍ୟକ । କିନ୍ତୁ ଆଇନକୁ ଭଙ୍ଗ କରି କିମ୍ବା ଅଣଦେଖା କରି ଏହା ହେବା ଅନୁଚିତ । ଓଡ଼ିଶା ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା NMAର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗରେ ଟ୍ୱିଟ୍ କରି ଏହି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

BjdElectrycity

ସେ କହିଛନ୍ତି, ରାଜ୍ୟ ସରକାର ନିଷେଦ୍ଧାଞ୍ଚଳରେ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣଙ୍କ (NMA) ଓ ଭାରତୀୟ ପ୍ରତ୍ନତତ୍ତ୍ୱଠାରୁ(ASI) ଆବଶକୀୟ ଆଇନଗତ ଅନୁମତି ନେବା ଆବଶ୍ୟକ । ଓଡ଼ିଶାର ମନ୍ଦିର ପାଇଁ NMA ବାଇ ଲ’ ପ୍ରତ୍ୟାହାର ବା ସ୍ଥଗିତ ଦ୍ୱାରା କୌଣସି ସୁଫଳ ମିଳିବ ନାହିଁ । ଯାହା ଠିକ ସରକାର ତାହା ହିଁ କରିବା ଆବଶ୍ୟକ ।

Leave A Reply

Your email address will not be published.