Latest Odisha News

ବାପା ହେବେ ଅଭିନେତା ଅପାରଶକ୍ତି ଖୁରାନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା-ରେଡିଓ ଜକି- ପୂର୍ବତନ ଭାରତୀୟ କ୍ରକେଟର ଅପାରଶକ୍ତି ଖୁରାନା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏ ନେଇ ଅପାରଶକ୍ତି ନିଜେ ଘୋଷଣା କରିଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଆକୃତି ଆହୁଜା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଲେଣି।

BjdElectrycity

ଉଭୟ ଦମ୍ପତି ଏକ ଆକର୍ଷଣୀୟ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଲକ୍‌ଡାଉନରେ ପ୍ରାୟ ଅନେକ ସେଲିବ୍ରିଟି ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ତାଲିକାରେ ଖୁବ୍‌ ଶୀଘ୍ର ଅପାରଶକ୍ତିଙ୍କ ନାଁ ମଧ୍ୟ ଯୋଡି ହେବାକୁ ଯାଉଛି।

Leave A Reply

Your email address will not be published.