Latest Odisha News

BREAKING NEWS

ପିଲାଙ୍କ ତୂଳୀରୁ …

ସିଦ୍ଧି, ଏଲ୍‌କେଜି, ଡିଏଭି ପୋଖରୀପୁଟ ସ୍କୁଲ, ଭୁବନେଶ୍ୱର

(ମୁଁ ସ୍କୁଲରେ ଆଡମିସନ୍ ତ କରିଛି ହେଲେ ଏ ସ୍କୁଲକୁ କେବେ ଯାଇ ପାଠ ପଢିନି, କାରଣ ସ୍କୁଲ ଖୋଲିନି । ଅନଲାଇନ୍ କ୍ଲାସରେ ହିଁ ପାଠ ପଢୁଛି । ଆଡମିସନ୍ ଆଗରୁ ଥରେ କେବଳ ସ୍କୁଲକୁ ବୁଲି ଯାଇଥିଲି । ରାସ୍ତାରେ ଯିବା ବେଳେ ସ୍କୁଲକୁ ଦୂରରୁ ବାହାରୁ ଦେଖିଛି । ସ୍କୁଲର ନାଲି ରଙ୍ଗ କୋଠା ମୋର ମନେ ରହି ଯାଇଛି । ଏବେ ସବୁ ପିଲାଙ୍କ ଭଳି ମୁଁ ବି ସ୍କୁଲକୁ ମିସ୍ କରୁଛି । ସ୍କୁଲର ସବୁ ରଙ୍ଗକୁ ପାଖରୁ ଦେଖିବାକୁ ଅପେକ୍ଷା କରିଛି ।)

ଶ୍ରେୟାଂଶ ମହାପାତ୍ର, ଷ୍ଟାଣ୍ଡାର୍ଡ-୨, ଲୟୋଲା ସ୍କୁଲ, ଭୁବନେଶ୍ୱର

ଶ୍ରେୟା ପ୍ରିୟଦର୍ଶିନୀ ସ୍ୱାଇଁ, ଷ୍ଟାଣ୍ଡାର୍ଡ-୫ ଲୟୋଲା ସ୍କୁଲ, ଭୁବନେଶ୍ୱର

ବୈଭବ ରାୟ, ୟୁକେଜି, ବିଜେଇଏମ୍ ସ୍କୁଲ, ଭୁବନେଶ୍ୱର

Leave A Reply

Your email address will not be published.