ଭୁବନେଶ୍ୱର: ଆମ ଚାରିପଟେ ଅନେକ ରହସ୍ୟ ରହିଛି । ବହୁ ରହସ୍ୟ ଆମ ଆଖି ଆଗରେ ରହିଥିଲେ ବି ତାହା ଭେଦ କରିବା ସମମ୍ଭ ହୋଇପାରିନି । ସେମିତି ବିଶ୍ୱର ସବୁଠୁ ରହସ୍ୟମୟ ଜଙ୍ଗଲ ହେଉଛି ଆମାଜନ୍ ଜଙ୍ଗଲ । ଯେଉଁଠି ଘଂଚ ଅରଣ୍ୟ ଭିତରେ ରହିଛି ମାଳ ମାଳ ରହସ୍ୟ ଆଉ ପ୍ରତିଦିନ ଘଟୁଛି ଅଦଭୁତ ଘଟଣା ମାନ । କୁହାଯାଏ ଏଠାରେ ଆସନ୍ତି ଏଲିଆନ୍ । ଆଉ ଏହି ଘଂଚ ଜଙ୍ଗଲ ଭିତରେ ରହିଛି ସୁନାର ଛାତ ଥିବା ଚାନ୍ଦି ମହଲ । ସତ୍ୟତା ଜାଣିବାକୁ ବହୁ ଲୋକ ତା ଭିତରକୁ ପହଂଚିଛନ୍ତି । ଚାନ୍ଦି ଘର ନେଇ କିଛି ତଥ୍ୟ ଦେବା ପୂର୍ବରୁ ସେମାନେ ଆଉ ଫେରନ୍ତି ନାହିଁ । ଯାହାକି ଏବେ ବି ରହସ୍ୟ ହୋଇ ରହିଗଲା । ଏମିତିକି କିଛି ରହସ୍ୟ ନେଇ ଦେଖିବା ଆମର ଏହି ରିପୋର୍ଟ. . .
BREAKING NEWS
- ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ତଦନ୍ତ ପରେ ସ୍ବାଭାବିକ ହେଲା ସମସ୍ତ କାର୍ଯ୍ୟ
- ବିଶ୍ୱରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ: ବଢିଲା ଖାଇବା ତେଲ ଦର
- Sand Artist Manas Sahoo : ବାଲୁକା ଆନିମେସନରେ ଭାରତୀୟ କ୍ରିକେଟଙ୍କୁ ଅଭିନନ୍ଦନ
- Gold rate falls: ଯୁଦ୍ଧ ମଧ୍ୟରେ ଖସିଲା ସୁନା ଦର, ରୂପା ଦର ସ୍ଥିର
- Saudi Arabia warning to Iran: ସାଉଦି ଆରବର ଶେଷ ଚେତାବନୀ…ଯଦି ଆକ୍ରମଣ ବନ୍ଦ ନହୁଏ, ଇରାନ ‘ସବୁଠାରୁ ବଡ଼ କ୍ଷତି’ ସହିବ
- ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ
- ବରଫ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଗୁରୁତର
- ଘରୁ ଡାକି ଯୁବକକୁ ହତ୍ୟା..
- ଇରାନ-ଇସ୍ରାଏଲ ଯୁଦ୍ଧ: ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ
- ବିଶ୍ୱରେ ଯୁଦ୍ଧର ନିଆଁ: ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ
Comments are closed.