Latest Odisha News

ପୂର୍ବତଟ ରେଳପଥର ସିପିଆରଓ ମୁଖ୍ୟ ହେଲ ଅଶୋକ କୁମାର ମିଶ୍ର

ଭୁବନେଶ୍ବର: ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ରଙ୍କ ଯୋଗଦାନ । ଭାରତୀୟ ରେଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ) ର ୨୦୧୧ ବ୍ୟାଚ୍ ର ଅଧିକାରୀ ଅଶୋକ କୁମାର ମିଶ୍ର ।

ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଆଜି (ଶୁକ୍ରବାର) ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶୋକ କୁମାର ମିଶ୍ର । ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମିଶ୍ର ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ସମ୍ପନ୍ନ କରୁଥିଲେ ।

Leave A Reply

Your email address will not be published.