ହାଙ୍ଗଝୁ: ଚୀନର ହାଙ୍ଗଝୁରେ ହେବାକୁ ଥିବା ଏସିଆନ ଗେମ୍ସର ନୂତନ ତାରିଖ ଘୋଷଣା କରାଯାଇଛି । ଏଥର ଏହା ଆସନ୍ତା ବର୍ଷ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଅଲିମ୍ପିକ କାଉନସିଲ ଅଫ ଏସିଆ ପକ୍ଷରୁ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଛି । ପୂର୍ବରୁ ଏହା ଚଳିତ ବର୍ଷ ୧୦ରୁ ୨୫ ସେପ୍ଟମ୍ବା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା । ଚୀନରେ କରୋନା ମହାମାରୀର ବଢ଼ୁଥିବା ମାମଲାକୁ ଦେଖି ଆୟୋଜକଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଚୀନ ଅଲିମ୍ପିକ କମିଟି, ହାଙ୍ଗଝୁ ଏସୀୟ ଆୟୋଜକ କମିଟି ମଧ୍ୟ ଏ ନେଇ ସହମତି ପ୍ରକାଶ କରିଛନ୍ତି । ତେବେ କେତେକ ମିଡିଆ ରିପୋର୍ଟ ଅନୁସାରେ ବର୍ତମାନ ବି ଚୀନରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନାହିଁ । ସେଥିପାଇଁ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଅନ୍ୟ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଆସନ୍ତା ବର୍ଷ ଏହାକୁ ଘୁଂଚାଇ ଦିଆଯାଇଛି ।
BREAKING NEWS
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
- ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ
- ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ
- Removal of CEC Gyanesh Kumar: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପ୍ରସ୍ତୁତି, ୧୯୩ ବିରୋଧୀ ସାଂସଦଙ୍କ ସ୍ୱାକ୍ଷର!
- US plane crashes in Iraq: ଯୁଦ୍ଧ ମଧ୍ୟରେ ଇରାକରେ ଟଳି ପଡିଲା ଆମେରିକୀୟ KC-135 ବିମାନ, ଥିଲେ ୫ କ୍ରୁ ସଦସ୍ୟ…
- ଭାରତର ସଫଳତା: ଯୁଦ୍ଧ ଭିତରେ ହର୍ମୁଜ୍ ପ୍ରଣାଳୀ ଦେଇ ମୁମ୍ବାଇରେ ପହଞ୍ଚିଲା ଅଶୋଧିତ ତେଲ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭଲ ଖବର: ଦିଲ୍ଲୀ-ରିୟାଦ ବିମାନ ସେବା ପୁନର୍ବାର ଆରମ୍ଭ
- ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
Comments are closed.