Latest Odisha News

BREAKING NEWS

ଏଟିଏମ ନଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା

ଭଦ୍ରକ: ଭଦ୍ରକ ବାସୁଦେବପୁର ଥାନା ବେତାଡ଼ବଜାର ସ୍ଥିତ ଏସବିଆଇ ଏଟିଏମରୁ ୨୦.୬୪ ଲକ୍ଷ୍ୟ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଏଟିଏମର କୌଣସି କ୍ଷତି ନହୋଇ ଏତେ ଗୁଡ଼ାଏ ଟଙ୍କା କିଏ ଓ କେମିତି ଲୁଟ କଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଏନେଇ ‘ପ୍ରାଇଭେଟ କ୍ୟାସ ହାଣ୍ଡେଲିଂ ଏଜେନ୍ସି’ର ମ୍ୟାନେଜର ବାସୁଦେବ ପୁର ଥାନାରେ ଏକ ମାମଲା ଦାୟର କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.