Latest Odisha News

ଓଟିଟିରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ଅତ୍‌ରଙ୍ଗୀ ରେ’

ମୁମ୍ବାଇ: ଡିସେମ୍ବର ୨୪ରେ ଅକ୍ଷୟ କୁମାର, ସାରା ଅଲ୍ଲି ଖାନ ଏବଂ ଧନୁଷଙ୍କ ଅଭିନୀତ ‘ଅତ୍‌ରଙ୍ଗୀ ରେ’ ମୁକ୍ତିଲାଭ କରିଥିଲେ। ବାସ୍ତବରେ, ଡିସନି ପ୍ଲସ୍‌ ହଟଷ୍ଟାରରେ ‘ଅତ୍‌ରଙ୍ଗୀ ରେ’ ରିଲିଜ ଡେଟ୍‌ ଦିନ ସବୁ ରେକର୍ଡ ଭାଙ୍ଗିଥିଲା ଫିଲ୍ମ ଅତ୍‌ରଙ୍ଗୀ। ଏପରିକି ଏହା ଫିଲ୍ମ ‘ହଙ୍ଗାମା ୨’ ଏବଂ ‘ଲକ୍ଷ୍ମୀ’ ଭଳି ଚଳଚ୍ଚିତ୍ରକୁ କଡା ଟକ୍କର ଦେଇଥିଲା।

‘ଅତ୍‌ରଙ୍ଗୀ ରେ’ ସାରା ଅଲି ଖାନ୍ ବଳପୂର୍ବକ ଭାବେ ଧନୁଷଙ୍କୁ ପ୍ରାରମ୍ଭରେ ବିବାହ କରିଥିଲେ। ଏହାପରେ ଅକ୍ଷୟଙ୍କ ଏଣ୍ଟ୍ରି ହୋଇଥିଲା। ଫିଲ୍ମର ଏଣ୍ଟ୍ରି ଲୁକ୍‌ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିବା ଜଣାପଡ଼ିଛି।

Comments are closed.