Latest Odisha News

ଆଇପିଏଲରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ

ସିଡନୀ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଂଶଗ୍ରହଣ କରିଥିବା ୩୮ ଜଣ ଅଷ୍ଟ୍ରେଲିଆ କ୍ରିକେଟରମାନେ ଦଆଜି ସିଡନୀରେ ପଂହଚିଛନ୍ତି । ମାଲଡିଭ୍‌ସରେ କିଛି ଦିନ ରହିବା ପରେ ଏହି ଖେଳାଳିମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କରୋନା ମହାମାରୀ ଭାରତରେ ଦ୍ରୁତ ବେଗରେ ବଢ଼ିବାରୁ ଏହାକୁ ଅଧାରୁ ବନ୍ଦ କରି ଦିଆ ଯାଇଥିଲା । ସେ ସମୟରେ ଅଷ୍ଟ୍ରେଲିଆରେ ଭାରତରୁ ବିମାନ ଚଳାଚଳ ଉପରେ କଟକଣା ଲଗା ଯାଇଥିଲା ।

ଯାହା ଫଳରେ ଖେଳାଳିମାନେ ମାଲଡିଭ୍‌ସରେ ରହିବାକୁ ବାଧ୍ୟ ହୋଇଥିଲେ । ବର୍ତମାନ ଏହି ଖେଳାଳିମାନେ ୨ ସପ୍ତାହ କ୍ୱାରେଂଟାଇନରେ ରହିବା ପରେ ପରିବାରବର୍ଗଙ୍କୁ ଭେଟିପାରିବେ ।

Leave A Reply

Your email address will not be published.