Latest Odisha News

BREAKING NEWS

କରୋନା ଖାଇଗଲା କ୍ୟାରିୟର: ଟେନିସ ଛାଡି ପର୍ଣ୍ଣଷ୍ଟାର ସାଜିଲେ ଆଞ୍ଜେଲିନା

ସିଡନୀ:ଅଷ୍ଟ୍ରେଲିଆର ମହିଳା ଖେଳାଳି ଆଞ୍ଜେଲିନା ଗ୍ରାଓଭାକ୍‌ଙ୍କ କ୍ୟାରିୟର କରୋନା ମହାମାରୀ ଏକ ପ୍ରକାର ନଷ୍ଟ କରିଦେଇଛି । ୧୯ ବର୍ଷୀୟା ଏହି ଖେଳାଳି ଏବେ ଟେନିସ ବଦଳରେ ଆର୍ଥୀକ ଅବସ୍ଥା ସୁଧାରିବା ପାଇଁ ପର୍ଣ୍ଣ ଷ୍ଟାର ହେବା ପାଇଁ ନିଷ୍ପତି ନେଇଛନ୍ତି । ତାଙ୍କ ଟେନିସ ର‌୍ୟାଙ୍କିଙ୍ଗ ୧୧୭୧କୁ ଖସି ଯାଇଛି । ସେ କ୍ୟାରିୟରରେ ୩୭ ସିଙ୍ଗଲ୍ସ ଗେମ୍ ଖେଳିଥିବା ବେଳେ ମାତ୍ର ୯ ଗେମରେ ବିଜୟୀ ହୋଇଛନ୍ତି । ପ୍ରଦର୍ଶନ ସ୍ତର ଖସିବା ଫଳରେ ତାଙ୍କ ବଡ ଟୁର୍ଣ୍ଣାମେଂଟରେ ଖେଳିବା ସୁଯୋଗ ମଧ୍ୟ ଆଉ ମିଳୁ ନାହିଁ ।

BjdElectrycity

ରିପୋର୍ଟ ମୁତାବକ ପର୍ଣ୍ଣ ସାଇଟ ତାଙ୍କୁ ଏଥି ନିମନ୍ତେ ପ୍ରଚୁର ଅର୍ଥ ଦେବ ବୋଲି ଘୋଷଣା କରିଛି । ଏ ନେଇ ଡେଲିମେଲ ସମତେ ଅନ୍ୟ ୱେବସାଇଟରେ ଖବର ପ୍ରକାଶପାଇଥିଲେ ମଧ୍ୟ ଆଞ୍ଜେଲିନା ତାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Leave A Reply

Your email address will not be published.