Latest Odisha News

ଏମଏସପି ଉପରେ ଅଧ୍ୟାଦେଶ ଆଣିବା ପାଇଁ କୃଷକ ସଂଗଠନର ଦାବି

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଏକାଧିକ ଦାବି କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ଆଜି ଆନ୍ଦୋଳନର ଆଜି ପଞ୍ଚମ ଦିନ ଥିଲା। ଏହି ସମୟରେ ଆଜି ଅର୍ଥାତ୍ ଶନିବାର ଦିନ କୃଷକ ନେତା ସୌରଭ ସିଂ ପଣ୍ଢେର ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା) ରେ ଗଣମାଧ୍ୟମ ସହିତ ଆଲୋଚନା…

ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଓ ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର, ନିଷ୍ପତ୍ତି ନେଲା ପ୍ରତିଭା ରାୟଙ୍କ ନେତୃତାଧିନ ଚୟନ…

ନୂଆଦିଲ୍ଲୀ: ଗୀତିକାର ଗୁଲଜାର ଏବଂ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଏଥର ଜ୍ଞାନପୀଠ ପୁରସ୍କାର ପାଇବେ। ଜ୍ଞାନପୀଠ ପୁରସ୍କାର ଚୟନ କମିଟି ଉଭୟଙ୍କ ନାମ ଘୋଷଣା କରିଛି। ଉର୍ଦ୍ଦୁ ପାଇଁ ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପାଇଁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର…

ସ୍ଥାୟୀ ସଦସ୍ୟତାକୁ ପାକିସ୍ତାନର ଖୋଲାଖୋଲି ବିରୋଧ, UNରେ ଜୋରଦାର ବର୍ଷିଲା ଭାରତ

United Nation: ନୂଆଦିଲ୍ଲୀ: ଭାରତ ସବୁବେଳେ ଏହାର ଏକ ମଜବୁତ ଭବିଷ୍ୟତ ପାଇଁ ଚିନ୍ତା କରେ। କିନ୍ତୁ ପ୍ରଗତି ପରିବର୍ତ୍ତେ ପାକିସ୍ତାନ ଭାରତ ପଥରେ ବାଧା ସୃଷ୍ଟି କରିବାକୁ ଚିନ୍ତା କରେ। ଦୁନିଆର ବଡ ପ୍ଲାଟଫର୍ମରେ ମଧ୍ୟ ପାକିସ୍ତାନ ଏଭଳି କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରେ ନାହିଁ।…

‘Naughty Boy’କୁ ମହାକାଶ ପଠାଇଲା ଇସ୍ରୋ, ଜାଣନ୍ତୁ ନାମକରଣ ପଛର କାରଣ…

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଛି ଇସ୍ରୋ। INSAT-3DS ଉପଗ୍ରହ ସାଟେଲାଇଟକୁ ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଉତକ୍ଷେପଣ କରିଛି ଇସ୍ରୋ। ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ପ୍ରାୟ ୫.୩୫ ମିନିଟରେ ଉତକ୍ଷେପଣ କରିଛି ଇସ୍ରୋ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ…

NRIଙ୍କ ବିବାହକୁ ନେଇ ଆସିଲା ସାଂଘାତିକ ରିପୋର୍ଟ

ନୂଆଦିଲ୍ଲୀ: ଏନଆରଆଇ (NRI) କିମ୍ବା ଓସିଆଇ (ଓଭରସିଜ୍ ସିଟିଜେନ୍ସିପ୍ ଅଫ୍ ଇଣ୍ଡିଆ) ସହିତ ବିବାହ ସମ୍ବନ୍ଧରେ ବଡ ସୂଚନା ସାମ୍ନାକୁ ଆସିଛି। ଆଇନ କମିଶନ ସରକାରଙ୍କୁ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହରେ ଠକେଇ ସମ୍ପର୍କରେ ଏକ ବ୍ୟାପକ ଆଇନ ପ୍ରଣୟନ କରିବାକୁ…

ଆପଣ ଫୋନରେ ସ୍କ୍ରିନ ଗାର୍ଡ ଲଗାଉଛନ୍ତି କି, ତେବେ ଜାଣି ରଖନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ନୂଆଦିଲ୍ଲୀ: ଫୋନର ସୁରକ୍ଷା ପାଇଁ ଆମେ ପ୍ରାୟ ସମସ୍ତେ ସ୍କ୍ରିନ୍ ଗାର୍ଡ ଲଗାଇ ଥାଉ। କାରଣ ସେମାନଙ୍କ ମନରେ ଏକ ଭୟ ରହିଥାଏ ଯେ ଯଦି ଫୋନ୍ ହଠାତ୍ ହାତରୁ ପଡ଼ିଯାଏ ତେବେ ସ୍କ୍ରିନଗାର୍ଡ ଭାଙ୍ଗିବାର ସମ୍ଭାବନା ରହିଥାଏ। ଯେଉଁମାନଙ୍କ ହାତରୁ ଫୋନ ଖସି ସ୍କ୍ରିନ ଗାର୍ଡ ଭାଙ୍ଗିଥାଏ ସେମାନେ…

ଏସିୟ ଟିମ ଚାମ୍ପିଅନସିପରେ ଇତିହାସ ରଚିଲା ଭାରତୀୟ ମହିଳା ଟିମ

ନୂଆଦିଲ୍ଲୀ: ମାଲେସିଆରେ ଚାଲିଥିବା ଏସିଆ ଟିମ ଚାମ୍ପିଅନସିପରେ ଶୁକ୍ରବାର ଦିନ ହଂକଂକୁ ୩-୦ ସେଟରେ ପରାଜିତ କରିଛି ଭାରତୀୟ ମହିଳା ଦଳ। ଏସିଆ ଟିମ୍ ଚାମ୍ପିଅନସିପ୍ (BATC)ରେ ଦଳ ପ୍ରଥମ ପଦକ ହାସଲ କରିଛି। କିନ୍ତୁ କ୍ୱାର୍ଟର ଫାଇନାଲରେ ଜାପାନ ଠାରୁ ଭାରତୀୟ ପୁରୁଷ ଦଳ ପରାଜିତ ହୋଇଚି।…

ଉଗ୍ର ହେଉଛି ଚାଷୀ ଆନ୍ଦୋଳନ, ପୋଲିସ ଅଧିକାରୀ ମୃତ

ନୂଆଦିଲ୍ଲୀ: ହରିୟାଣା-ପଞ୍ଜାବ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ଅତ୍ୟଧିକ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲିସ ଅଧିକାରୀ ହେଉଛନ୍ତି ଜିଆରପିର ଏସଆଇ…

ପେଟିଏମ ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି, ଫେବୃଆରୀ ୨୯ ବଦଳରେ ଏହି ତାରିଖ ପର୍ଯ୍ୟନ୍ତ କରି ପାରିବେ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମକୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ଏହାକୁ 15 ଦିନ ବୃଦ୍ଧି କରିଛି। ରିଜର୍ଭ ବ୍ୟାଙ୍କ ଏହି ରହିତାଦେଶ ଲାଗୁ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି। ଏହି ରହିତାଦେଶ କାର୍ଯ୍ୟକାରୀ କରିବାର ଶେଷ ତାରିଖ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ…

ସୀମାଙ୍କ ପାଇଁ ବଢିଲା ଅଡ଼ୁଆ, ପ୍ରଥମ ସ୍ୱାମୀଙ୍କ ପାଇଁ ଲଢିବେ ଭାରତୀୟ ଓକିଲ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ରବୁପୁରାର ସଚିନ ମୀନାଙ୍କ ପ୍ରେମରେ ପାଗଳ ଥିବା ପାକିସ୍ତାନର ସୀମା ହାଇଦରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଏଥର ସେ ନିଜ ପାଇଁ ଏବଂ ସଚିନଙ୍କ ପାଇଁ ନୁହେଁ ବରଂ ତାଙ୍କ ପିଲାମାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଦେଇ ସୂଚନା…