Latest Odisha News

BREAKING NEWS

AIIMSରେ ନେଣଦେଣ ହେବ ସହଜ, ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ। ଯାହା ଦ୍ୱାରା ରୋଗୀ କିମ୍ବା ତାଙ୍କସମ୍ପର୍କୀୟଙ୍କୁ ନେଣଦେଣରେ ଆଉ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। AIIMSର କିଛି ବିଭାଗରେ ପରୀକ୍ଷାମୂଳକ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୪ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି। ଏହା ସହିତ ଆରମ୍ଭରୁ ହିଁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରୀ ମାସରେ ସର୍ବାଧିକ ଦିନ ପାଇଁ ବନ୍ଦ ରହିଥିଲା। ତେବେ ଛୁଟିଦିନରେ ଆଗାମୀ ମାସ ମଧ୍ୟ ପଛରେ ନାହିଁ। ଫେବୃଆରୀ ମାସରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ମାସର…

ମଞ୍ଚ ଭୁଶୁଡ଼ିବାରୁ ଜଣେ ମୃତ, ୧୫ରୁ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର କମ୍ପ୍ଲେକ୍ସରେ ଆୟୋଜିତ ସତସଙ୍ଗ ସମୟରେ ମଞ୍ଚ ଭୁଶୁଡ଼ିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢେ ୧୨ଟା…

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…

କୋଲକାତା ହାଇକୋର୍ଟର ଦୁଇ ବେଞ୍ଚର କନ୍ଦଳ ତୁଟାଇବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହାଇକୋର୍ଟ ମାମଲା। ଗତକାଲି କଲିକତା ହାଇକୋର୍ଟର ଏକକ ଜଜ୍ ବେଞ୍ଚଙ୍କ ନିର୍ଦ୍ଦେଶ ଏବଂ ଡିଭିଜନ୍ ବେଞ୍ଚଙ୍କ ନିଷ୍ପତ୍ତି ମଧ୍ୟରେ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ବିବାଦ ସମ୍ପର୍କରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଶୁଣାଣି ପାଇଁ କହିଛନ୍ତି।…

ବକ୍ସ ଅଫିସରେ ଧମାଲ କରୁଛି ଫାଇଟର, ଦ୍ୱିତୀୟ ଦିନରେ କରିଛି ଏତିକି କୋଟି ରୋଜଗାର

ମୁମ୍ବାଇ: ଜାନୁଆରୀ 25 ରେ ହାଇ ବଜେଟ ସିନେମା ଫାଇଟର ବଡ଼ ପରଦାରେ ରିଲିଜ ହୋଇଛି। ଦୁଇ ଦିନରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏହି ସିନେମା। ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଛି। ଫଳରେ ଦୁଇ ଦିନ ମଧ୍ୟରେ ଭାରତରେ…

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି।…

ଶୁକ୍ର ଗୋଚର ପରେ ଏହି ସବୁ ରାଶିରେ ବର୍ଷିବ ଧନ, ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଶୁକ୍ର ଗ୍ରହ ହେଉଛନ୍ତି ଧନ, ପ୍ରେମ, ବିଳାସପୂର୍ଣ୍ଣ ଜୀବନ ଦାତା ଗ୍ରହ। ଯେତେବେଳେ ଶୁକ୍ରଙ୍କ ସ୍ଥିତିରେ କୌଣସି…

ଇପିଏଫଓରୁ ପାଆନ୍ତୁ ଅଧିକ ସୁଧ, ଆପଣାଇବାକୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତା (DA) ର ୧୨ ପ୍ରତିଶତ କଟାଯାଇ PF ଆକାଉଣ୍ଟକୁ ପ୍ରଦାନ କରାଯାଇଥାଏ। ସମାନ ପରିମାଣ ମଧ୍ୟ ନିଯୁକ୍ତିଦାତା ଦ୍ୱାରା ଜମା ହୋଇଥାଏ। ଏହାକୁ ନେଇ ସରକାର ଏକ ଭଲ ସୁଧ ମଧ୍ୟ ପ୍ରଦାନ କରୁଛନ୍ତି। ଅଧିକ ସୁଧ…

କଂସ ବଧ ପରେ ଉଦଯାପିତ ହେଲା ଧନୁଯାତ୍ରା

ଭୁବନେଶ୍ୱର: କଂସ ବଧ ସହିତ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରାରେ ଗତକାଲି ସନ୍ଧ୍ୟା ଥିଲା ଶେଷ ସନ୍ଧ୍ୟା। ମଞ୍ଚାରୁ ପଡି ମହାପ୍ରତାପୀ କଂସର ମୃତ୍ୟୁ ହୋଇଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। କଂସ ବଦ୍ଧ ପରେ ମଥୁରା…