Latest Odisha News

BREAKING NEWS

ଆଜି ଓଡ଼ିଶାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ରାମମନ୍ଦିର, ଉତ୍ସବମୂଖର ରାଜ୍ୟ

ନୟାଗଡ଼: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରାଣ ପ୍ରତିଷ୍ଠା ଲାଭ କରିବ ଅଯୋଧ୍ୟା ରାମମନ୍ଦିର। ଏଥିପାଇଁ ତମାମ ଦେଶରେ ରାମମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଓଡ଼ିଶାରେ ନୟାଗଡ଼ ଜିଲ୍ଲାରେ ବି ପ୍ରତିଷ୍ଠା ହେବାକୁ ଯାଉଛି ଏକ ଭବ୍ୟ ରାମମନ୍ଦିର। ଯାହା ରହିଛି ଭାପୁର ବ୍ଲକ ଫତେଗଡ଼ରେ। ଆଜି…

ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ କିପରି ରହିବ ପାଣିପାଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଭିଜିବିଲିଟି ୧୦୦ ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ଅଯୋଧ୍ୟାରେ ୧୫ ରୁ ୧୭ ଡିଗ୍ରୀ…

ପ୍ରାଣପ୍ରତିଷ୍ଠା ପାଇଁ ଆଉ କିଛି ସମୟର ଅପେକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ…

ଆଫଗାନିସ୍ତାନ ସୀମାରେ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଆଫଗାନିସ୍ତାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ତାହା ଏକ ଭାରତୀୟ ବିମାନ ରହିଥିବା ନେଇ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ…

୧୯୮୧ରେ ପଡ଼ିଥିଲା ରାମମନ୍ଦିର ନିର୍ମାଣ ବିବାଦର ମୂଳଦୁଆ, ପଢନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ଜନ୍ମଭୂମିରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଭବ୍ୟ ଆୟୋଜନ ମଧ୍ୟରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଦେଶ ବିଦେଶରୁ ଅତିଥିମାନେ ଆସିବାରେ ଲାଗିଛନ୍ତି। ତେବେ ଦୀର୍ଘ ବର୍ଷର ଆନ୍ଦୋଳନ ଓ ସଂଘର୍ଷର…

ଓଡ଼ିଶା ଦେଇ ଅଯୋଧ୍ୟା ଯିବ ୪ ଆସ୍ଥା ଏକ୍ସପ୍ରେସ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଚାଲିବ ୪ଟି ଆସ୍ଥା ଏକ୍ସପ୍ରେସ। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ମିଳିଥିବା ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ…

ଦୁର୍ନିତୀ ଅଭିଯୋଗରେ ସେଲରୁ ୨୮ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ ସେଲର ବରିଷ୍ଠ ଅଧିକାରୀ…

ଦୁର୍ଘଟଣାରେ ନିର୍ଦ୍ଦେଶକ ସୁଧାକର ବସନ୍ତ ଆହତ

କଟକ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଖବର…

ପ୍ରାଣ ପ୍ରତିଷ୍ଠା ଦିନ ଛୁଟି ଘୋଷଣା ପ୍ରସଙ୍ଗ: ହାଇକୋର୍ଟରେ ମାମଲା ରୁଜୁ କଲେ ଚାରି ଛାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଅଯୋଧ୍ୟାରେ ରାମ ଜନ୍ମଭୂମୀରେ ମନ୍ଦିର ପ୍ରତିଷ୍ଠା ହେବ। ଏହି ସହିତ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ମନ୍ଦିର ପ୍ରତିଷ୍ଠା ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର…

ବେକାରୀ ସମସ୍ୟା: ନିର୍ବାଚନରେ ପାଲଟିବ କି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଶାୟୀଙ୍କ ସଂଖ୍ୟାକୁ ଏକ ଛୋଟ ଉଦାହରଣ ଭାବେ ନିଆଯାଇପାରେ। ସେପଟେ ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତି, ଅନେକ ଶିଳ୍ପ ପ୍ରୋତ୍ସାହନ ଯୋଜନା, ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶୃତି…