ଛିଣ୍ଡିଲାନି ଆସନ ବୁଝାମଣା, ଏନଡିଏରୁ ଅଲଗା ହେଲେ ପଶୁପତି ପାରସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିହାରରେ ଏନଡିଏର ଆସନ ବୁଝାମଣାକୁ ନେଇ ରାଜନୀତି ଜୋର ଧରିଛି। ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୭ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ ୧୬ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଚିରାଗ ପାସୱାନଙ୍କ ନେତୃତ୍ୱରେ ଆରଏଲଏସପି…