ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫
ଅମୃତା ସବୁଦିନ ଭଳି ନିୟମିତ ଭାବରେ ଘରଭିତରକୁ ଗଲା। ହଲରେ ଲେମନସ୍ପ୍ରେର ବାସ୍ନା।ବହୁତ ଭଲ ଲାଗୁଥିଲା ତା'କୁ। କିଆ,କି ଗୋଲାପକୁ ସେ ସହି ପାରେନା।କେବେକେବେ ତିଥି ସେସବୁ ସ୍ପ୍ରେ କରେ। ଭାରି କଷ୍ଟ ହୁଏ।
ସବୁଦିନ…