Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୫ ଆଜିକୁ ଛାଡି  ଗତକାଲିକୁ  ମନ ଯାଉଥିଲା ବାରମ୍ବାର । ବର୍ତ୍ତମାନ ସର୍ବସ୍ଵ ହେଲାପରେ ପୁଣି ପଛକୁ  ଫେରିଯାଉଥିଲା ଥରକୁଥର। ଭବିଷ୍ୟତର ମୀନାର ଉପରେ ପାଦ ଥୋଇବାକୁ ଗଲାବେଳକୁ  ଅତୀତ,  ତଳକୁ ଟାଣି ଧରୁଥିଲା। ମିଠାମିଠା …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୪ ସି. ସି .ଟିଭି କ୍ୟାମେରାର  ଫୁଟେଜ ଦେଖି ଜାଣିଲା  ରଞ୍ଜୁ ଅନେକ  କିଛି।  ନିୟମିତ  ଯିବା ଆସିବା  ସହ କାମ ଠିକ୍ ହେଉଛି । ଡକ୍ଟର ସବୁବେଳେ ଅସ୍ତିସୂଚକ କଥା କହୁଛନ୍ତି। ମନଟା ଯାହା ମାନୁନି। କେବେ ଯେ  ଠିକ୍  ହବ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୩ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୩ ମୋବାଇଲ  ଭାଇବ୍ରେସନରେ ନିଦ ଭାଙ୍ଗିଲା। ବଢିଆ ନିଦଟେ ହେଇଥିଲା। ଭଲ ଲାଗୁଥିଲା  ଅମୃତାକୁ। ଦେଖିନେଲା  ସବୁ ଠିକ୍  ଅଛି।ଆଣ୍ଟି ଭଲରେ ଶୋଇଚନ୍ତି। ସ୍ମରଣଶକ୍ତି ପ୍ରଖର। ସବୁ ମନେପଡେ ଗୋଟିଗୋଟି କରି ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୨ ହାତ ହଲେଇଲା ଅମୃତା ତିଥି ଉଦ୍ଦେଶ୍ୟରେ। ଏ ଘରେ ଆଜି ରାତି କଟିବ, ସବୁଦିନ ଭଳି। ଚାବିକାଢି ପଶିଗଲା ପରେ ମହମହ ବାସ୍ନାରେ ମହକିତ ହୋଇଗଲା ସେ । ଆଜି ତିଥି କ'ଣ ମହକେଇ ଦେଇଯାଇଚି ହଲଟିକୁ। ଅଜଣା ସୁଗନ୍ଧ। ଭାରି ଭଲ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୧ ଏ ବାବା ରେ, ଡେରି  ହୋଇଗଲାକି ଆଉ?  ରନ୍ଧାରନ୍ଧିର ସମୟ ପରା ! ଆଣ୍ଟି ଓ ନିଜ ପାଇଁ  ରାନ୍ଧିବା  ସହ ନହନହକା ସୁନ୍ଦରୀ ଅମୃତାଲାଗି କରିବାକୁ ହବ। ଟିକିଏ ଗଡବଡ ହେଲେ ସେ କମେଣ୍ଟ କରିବ। କମ୍ପଲେନ କରିବ। ସବୁ ସେ କରିପାରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦  ଦିନ ଓ ରାତିକୁ ଯୋଡ଼ି ଦେବାର ବେଳ ଏଇଟା। ତିଥିର ସମୟ। ' ଦୀପଂଜ୍ୟୋତି ପରଂବ୍ରହ୍ମ ....ସନ୍ଧ୍ୟା ଦୀପ ନମସ୍ତୁତେ।' ଏ ସମୟ ସବୁଦିନ ବିଭୋର କରେ। ଏକାତ୍ମ ହେବାର ବେଳା ଯେମିତି। ଏକାଥିଲାବେଳେ ଭାଗବତ ପଢେ। ନବାକ୍ଷରୀ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯ ସମୟ କହିଲା, ଭାତ ଖାଇବା ବେଳ ହେଲା। ଭାତ,ଡାଲି,ଆଳୁ ଚଟଣିକୁ ପ୍ଲେଟରେ ରଖି, ଦହି, କଳାଲୁଣ, ଗୋଲମରିଚ ଗୁଣ୍ଡପକେଇ ଗିନାରେ ଚାମଚ ରଖିଲା। ଏଥରେ ଯୋଶଦା ମାଆ ଆଉ ନନ୍ଦଲାଲ କହ୍ନେଇର ଗାଥା ଦୋହରେଇ ଜବାର ଅସଲ ପରୀକ୍ଷାର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ : ୮ ଜବା ଚାବିକାଢିଲା ତା' ଜିନ୍ସ ପକେଟରୁ। ନିଜ ଘର  ଭାବି ପଶିଲା ବୀରଦର୍ପରେ। 'ଆଣ୍ଟି ଗୋ ନମସ୍କାର ' , କହିଲା ତା' ମିଠା ସୁରରେ। ଏଥର ନିଜର ଲୁଗାପଟା ବଦଳାସହ ସଫାସୁତୁରା ପର୍ବ।  ବଡ ଅଜବ ଅନୁଶାସନ ଏ ଘରେ। ମାତ୍ର,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭ ଚନ୍ଦ୍ରା କବାଟ ଖୋଲି ପଶିଲା। ସତରେ ଯେମିତି କୋଉ ଅତଳ ଗ୍ବହରରେ ପଶି ଗଲା ସେ। ଆଣ୍ଟିଙ୍କର କାମ ପୂର୍ବରୁ ପରିଷ୍କାର କରିନେବ ନିଜକୁ ଏ ଘରର ନିୟମ ଅନୁସାରେ। ଆଃ ଆଜି ଭାରି ସଫା ଲାଗୁଚି ଘର। ଅମୃତାର ଅମୃତ ହାତରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬ ରାତି ଜମୁଥିଲା ଠିକ୍ ଖଣ୍ଡେ  ବରଫଭଳି  ଧିରେ ଧିରେ। ଏଇ ଆପାର୍ଟମେଣ୍ଟର  ସବୁକିଛି ବହୁତ ବଢିଆ। ନିରାପତ୍ତା ଦୃଷ୍ଟିରୁ ବହୁତ ଭଲ।ନହଲେ ଅସହାୟ    ରାତିଟାରେ ନିପାରିଲା ମଣିଷ ସହ ଏକଲା ଝିଅଟି  ରହନ୍ତା କିପରି ଯେ ।…