ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
ପୁରୀ: ସ୍ଥାନୀୟ ୟୁଥ ହଷ୍ଟେଲଠାରେ ପ୍ରଥମ ଅନୁରାଗ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ସଭାପତି ମାନସ ରଞ୍ଜନ ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଗାନ୍ଧୀବାଦ ଚିନ୍ତକ ଉମାବଲ୍ଲଭ ମହାପାତ୍ର, ପୂର୍ବତନ…