Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୪୪: ସର୍ବ ଶକ୍ତିମାନ ଈଶ୍ୱର ଏହି ସଂସାର ରଚନାର ଏକ ମାତ୍ର ଆଧାର ଓ ଏହାର ବିନାଶର ଏକମାତ୍ର କାରଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗର ଶେଷ ଆଲୋଚନାରେ ଆଜି ଜାଣିବା ପୁଣି ଦୁଇଜଣ ଆଶ୍ଚର୍ଯ୍ୟ ସୃଷ୍ଟିକାରି ଜୀବ ଵିଷୟରେ ଯାହାଙ୍କ ଏକ ଏକ ବିରଳ ଗୁଣକୁ ଯୋଗୀ ପୁରୁଷ ଅବଧୂତ ମହାରାଜ ଗ୍ରହଣ…

ଶ୍ରୀ ଭାଗବତ ସାର ୧୪୩: ଅନେକ ସଙ୍ଗ କଲେ ମନକୁ ବିଚଳିତ କରିବ, ତେଣୁ ସଙ୍ଗ ହୀନ ଜୀବନ ଶ୍ରେଷ୍ଠ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଉପାଖ୍ୟାନ ବର୍ଣନା ସମୟରେ ଅଦଭୁତ ଉପମା ମିଳୁଛି ଯାହା ସାଧାରଣ ମଣିଷର ଚିନ୍ତା ଚେତନା ଠାରୁ ଅନେକ ଊର୍ଧ୍ୱରେ ଆମେ ଜାଣିଲେ ଅବଧୂତ ମହାରାଜ ବାଳକ ଠାରୁ ଶିଖିଲେ ସରଳତା ଓ ଚିନ୍ତାମୂକ୍ତ…

ଶ୍ରୀ ଭାଗବତ ସାର ୧୪୨: ନିଜ ମନକୁ ଚିନ୍ତା ମୁକ୍ତ କରି ଶିଶୁ ଭଳି ସରଳ ମନର ଅଧିକାରୀ ହେବା ଏତେ ସହଜ ନୁହେଁ, ଏଥିପାଇଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅବଧୂତଙ୍କ ଚବିଶି ଗୁରୁ ଚୟନ ବିଷୟ ଆମେ ଆଲୋଚନା କରୁଛେ। ଏହି ଅବସରରେ ଗୋଟିଏ ବିଷୟ ନିତ୍ୟାନ୍ତ ଭାବେ ଆମର ଦୃଷ୍ଟି ଗୋଚର ହେଉଛି ଯେ ଅବଧୂତ ମହାରାଜ ଗୁଣ ଗୁଡିକ ଗ୍ରହଣ କରିବା ଠାରୁ ଅବଗୁଣକୁ ତ୍ୟାଗ କରିବା ଉପରେ…

ଶ୍ରୀ ଭାଗବତ ସାର ୧୪୧: ସବୁ ଇନ୍ଦ୍ରିୟ ମଧ୍ୟରେ ରାସନେନ୍ଦ୍ରୀୟ ଜିହ୍ୱା ସବୁଠାରୁ ତୀବ୍ର, ଏହାକୁ ଜୟ କରିପାରିଲେ ଜୀବନରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଚବିଶି ଗୁରୁ ପ୍ରସଙ୍ଗ ଯେତିକି ରସଯୁକ୍ତ ସେତିକି ରହସ୍ୟ ଯୁକ୍ତ, କାରଣ ମହାତ୍ମା ଅବଧୂତ କେଉଁ ପ୍ରାଣୀର ଗୁଣକୁ କେତେବେଳେ ଗ୍ରହଣ କରିଛନ୍ତି ତ କେତେବେଳେ ତାର ଅବଗୁଣକୁ ତ୍ୟାଗ କରିବାର ସଂକଳ୍ପ ନେଇଛନ୍ତି।…

ଶ୍ରୀ ଭାଗବତ ସାର ୧୪୦: ଯୋଗୀଟିଏ କେବଳ ତାର ଆବଶ୍ୟକତା ଅନୁସାରେ ସଂଗ୍ରହ କରିବା ଉଚିତ, ଅନାବଶ୍ୟକ ସଂଚୟ ଅନ୍ୟ ଦ୍ଵାରା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ସ୍ଥାନିତ ଚବିଶି ଗୁରୁଙ୍କ ଚୟନ ମହାତ୍ମା ଅବଧୂତ ନିଜ ପ୍ରଚଣ୍ଡ ଧି ଶକ୍ତି ପ୍ରୟୋଗ କରି କରୁଛନ୍ତି। କେତେବେଳେ ମଧୁକର ବା ଭ୍ରମରଙ୍କ ପ୍ରତ୍ୟେକ ଫୁଲରୁ କିଛି କିଛି ମଧୁ ସଂଗ୍ରହକୁ ଯୋଗୀଙ୍କ ଲକ୍ଷଣ ସହ ତୁଳନା…

ଶ୍ରୀ ଭାଗବତ ସାର ୧୩୯: ଶ୍ରୀମଦ ଭାଗବତ ଯେଉଁ ଜ୍ଞାନର ଆଲୋକ ଆମକୁ ପ୍ରଦାନ କରିଥାଏ ତାହା ଅତ୍ୟନ୍ତ ବିରଳ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗରେ ଆଜି ଜାଣିବା... 12.ମଧୁକର :- ସଂସାରରେ ମଧୁକର ବା ଭ୍ରମରଙ୍କ ଏକ ବିଶେଷ ପରିଚୟ ଅଛି, ଫୁଲରୁ ଫୁଲ ଉଡି ବୁଲି ମଧୁ ସଂଗ୍ରହ କରିବା ଓ ତାକୁ ଭୋଜନ କରିବା ଏହାର…

ଶ୍ରୀ ଭାଗବତ ସାର ୧୩୮: ଜଣେ ପ୍ରସନ୍ନ ଚିତ୍ତ ହେଲେ ହିଁ ସର୍ବଦା ସମୁଦ୍ର ପରି ଢେଉ ତୋଳି ନାଚି ପାରିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଏହି ପ୍ରସଙ୍ଗଟି ଅତ୍ୟନ୍ତ ରୋଚକ କାରଣ ମହାତ୍ମା ଅବଧୂତ କାହାର କେଉଁ ଗୁଣକୁ ଲକ୍ଷ୍ୟ କରି ସଂସାର ଭିତରେ ଚବିଶି ଗୁରୁ ବାଛିଲେ ତାହା ପ୍ରତ୍ୟେକ ମଣିଷ ପ୍ରବଳ ଭାବରେ ଅନୁଧ୍ୟାନ କରିବା କଥା। ଅଜଗର ପରେ…

ଶ୍ରୀ ଭାଗବତ ସାର ୧୩୭: କେବଳ ସ୍ୱାଦ ଯୁକ୍ତ ଖାଦ୍ୟ ଅନ୍ୱେଷଣରେ ସମୟ ନଷ୍ଟ ନକରି ଭଗବତ ଚିନ୍ତନରେ ସମୟ ନିବେଶ କରିବା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦ ବର୍ଣ୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ଆମେ ଆଠ ଜଣ ଗୁରୁଙ୍କୁ ଜାଣିସାରିଲେଣି। ଯେଉଁଥିରେ ପ୍ରତୀୟ ମାନ ହୁଏ ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ଗୁଣକୁ ଆଧାର କରି ଅବଧୂତ ଗୁରୁ ବରଣ…

ଶ୍ରୀ ଭାଗବତ ସାର ୧୩୬: ଅଗ୍ନି ବିନା ସୁସ୍ଥ ଜୀବନ ଯାପନ ସମ୍ଭବ ନୁହେଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଚବିଶି ଗୁରୁ ବର୍ଣନା ମଧ୍ୟରେ ଅବଧୂତ ପ୍ରଥମେ ପଞ୍ଚମହାଭୂତଙ୍କ ଠାରୁ ବିଭିନ୍ନ ଶିକ୍ଷା ଗ୍ରହଣ କରିବାକୁ ଲାଗିଲେ ଏହି କ୍ରମରେ ପୃଥିବୀ, ପବନ, ଆକାଶ, ଜଳ ଆଲୋଚନା ସାରିବା ପରେ ଏଵେ ଆଲୋଚନା କରିବା ପଞ୍ଚମ ତଥା…

ଶ୍ରୀ ଭାଗବତ ସାର ୧୩୫: ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଅତ୍ୟନ୍ତ ଶିକ୍ଷଣୀୟ ଓ ଭାବ ଉଦ୍ରେକ ବିଷୟ। ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ ଗ୍ରହଣ କରିବା କେବଳ ଅବଧୂତ ହେଲେ ହିଁ ସମ୍ଭବ…