ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ (୨)
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଚାରକୁ ନେଲେ ଜଣାଯାଏ ସାଧାରଣତଃ ଉତ୍କଳୀୟ ମନ୍ଦିର ନିର୍ମାଣରେ ତିନି ଜାତୀୟ ପଥର ବ୍ୟବହୃତ ହୁଏ ଯଥା:- ମାଙ୍କଡା ପଥର, ବଉଳମାଳା…