ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମ ରହସ୍ୟମୟ ଦେବ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ, ଓ ଅବ୍ୟକ୍ତ ବୋଲି ବିବେଚନା କରୁ। ପରମ ରହସ୍ୟମୟ ଦେବତା…