ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ବିଗ୍ରହମାନଙ୍କ ଉପାସନା
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଲୋଚନା ପୁରାଣ ଯୁଗରେ ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନାରଦ ପୁରାଣରେ ବିଷଦ ଭାବରେ ବର୍ଣ୍ଣିତ ହୋଇଛି ଏଥିରେ ପୁରୁଷୋତ୍ତମ କ୍ଷେତ୍ର ଦାରୁମୟ ପୁରୁଷୋତ୍ତମ ବିଗ୍ରହ ଓ…