ଶ୍ରୀ ଭାଗବତ ସାର ୧୨୪: ଚାରି ହଜାର ଦେବ କନ୍ୟା ଦ୍ୱାପରରେ ଗୋପୀ ହେବାର ଆଶୀଷ ପାଇଲେ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଏକ ମୁଖ୍ୟ ଭକ୍ତି ରସ ଯୁକ୍ତ ପ୍ରସଙ୍ଗ ଗୋପୀ ଭାବ। ଆମେ ଜାଣିଲେ ଶ୍ରୁତିଗଣ ବା ଦେବ କନ୍ୟା ଗଣ ବିରାଟପୁରୁଷଙ୍କ କମନୀୟ ରୂପ ଦର୍ଶନ କରିବା ପାଇଁ ପାର୍ଥନା କଲେ, ଏବଂ ପରମାତ୍ମା ସେମାନଙ୍କୁ ଆଗାମୀ ସୃଷ୍ଟିରେ ଏହି…