ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅନ୍ନବ୍ରହ୍ମ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମପାବନ ଶ୍ରୀମହାପ୍ରସାଦ ମାହାତ୍ମ୍ୟ କଣ ବା ବର୍ଣ୍ଣନା କରିବା । ଶାସ୍ତ୍ର କହେ ଶ୍ରୀମହାପ୍ରସାଦରେ ଶୌଚାଶୌଚ, ଭକ୍ଷାଭକ୍ଷ୍ୟ ଓ ସ୍ପୃଶ୍ୟାସ୍ପୃଶ୍ୟ ଜନିତ ଦୋଷ ନଥାଏ।…