ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପରିପ୍ରେକ୍ଷୀରେ ଆମେ ବିଶେଷ ଦିନ ଗୁରୁବାର ମାଜଣା ନୀତି ବିଷୟରେ ଜାଣିଲେ। ସେହି ଗୁରୁବାର ରାତ୍ରରେ ଅନୁଷ୍ଠିତ ହେଉଥିବା ଏକାନ୍ତ ନୀତି…