ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଦୁଇ ଦେବୀଙ୍କ ବିଶେଷ ପ୍ରାଧାନ୍ୟ ଦେଖାଯାଏ। ପ୍ରଥମେ ମା ଲଷ୍ମୀ, ଯାହାଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରାଣବଲ୍ଳଭି ରୂପେ ବିବେଚନା କରାଯାଇଛି। ଦ୍ଵିତୀୟରେ ମା ବିମଳା, ଯାହାଙ୍କୁ ଶ୍ରୀଜଗନ୍ନାଥଙ୍କ…