ଶ୍ରୀ ଭାଗବତ ସାର ୯୪: ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି, କିନ୍ତୁ ଏହି ଶ୍ରୀସୂତ ନାମକରଣର ଯଥାର୍ଥତା ବିଷୟରେ ଅନୁଶୀଳନ କଲେ ଜଣାଯାଏ ଯେ ମୁନି ଲୋମହର୍ଷଣ ସୂତଜାତୀୟ ଥିଲେ। ଅର୍ଥାତ ବର୍ଣଶଙ୍କର ଥିଲେ ଯଥା ମା ବ୍ରହ୍ମଣୀ ଓ…