ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ପରିକ୍ରମା କରି ଆମେ ପହଞ୍ଚି ଯାଇଛେ ମା ବେଢା କାଳୀଙ୍କ ମନ୍ଦିର ପରିସରରେ। ମାଙ୍କ ବିଗ୍ରହରେ ଥିବା ଚମତ୍କାର ତଥ୍ୟ ଉପରେ ସମ୍ୟକ ଆଲୋଚନା ମଧ୍ୟ…