ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ମହିମା ବର୍ଣନା କରିବା ସମୟରେ ମନେପଡନ୍ତି ପଞ୍ଚତୀର୍ଥ ।
"ଇନ୍ଦ୍ରଦ୍ୟୁମ୍ନ ସରସି ଚ ମାର୍କଣ୍ଡେୟ ହ୍ରଦେ ତଥା, ରହିଣ୍ୟାଂ ଚ ସମୁଦ୍ରେ ଚ…