ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ କୃଷ୍ଣ ରୂପରେ ପରିକଳ୍ପନା କରି ଓ ବ୍ରହ୍ମlଣ୍ଡ ତତ୍ତ୍ୱରେ ତାହାଙ୍କୁ ବର୍ଣ୍ଣନା କରିବାକୁ ଯାଇ ସାଧକ ବଳରାମ ଦାସ ଙ୍କ ରଚିତ "ବ୍ରହ୍ମlଣ୍ଡ ଭୂଗୋଳ…