ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବୀ ବୋଲି ବିବେଚନା କରି ଶ୍ରୀପୀଠକୁ ମହାପୀଠ ରୂପେ ପ୍ରମାଣ କରାଯାଇଛି। ଶାସ୍ତ୍ର ମତରେ
"ଉତ୍କଳେ ନାଭିଦେଶଶ୍ଚ, ବିରଜା…