ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ଜଳକା ସାଜିଲା ପାଲଲହଡା ପୋଲିସ
ଅନୁଗାଳ: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର। ଗତକାଲି ବିଳମ୍ବିତ ରାତିରେ ଦୁଇ କଏଦୀ ଫେରାର ହୋଇଥିବା ସୂଚନା ରହିଛି । ଜଣେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଅନ୍ୟ ଜଣେ ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ।
କଏଦୀ ମାନେ ରାତ୍ରି ଭୋଜନ କରିବା ପରେ ନିଜ…