Latest Odisha News

ଓଡ଼ିଶାରେ ଅସୁରକ୍ଷିତ ବାଘ, ହାତୀ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭୟାରଣ୍ୟ ଜୀବ ଜନ୍ତୁଙ୍କୁ ସୁରକ୍ଷିତ ରଖିବାର ସ୍ଥାନ। ହେଲେ କିଛି ବର୍ଷ ହେବ ଓଡ଼ିଶାରେ ଅଭୟାରଣ୍ୟରେ ରହୁଥିବା ଜୀବ ଜନ୍ତୁ ମାନେ ଯେପରି ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଭଳି ମନେ ହେଉଛି । କେବେ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁଁ ବାଘ, ହାତୀ, ଭାଲୁ,…

ବିଚାରପତି ନିଯୁକ୍ତି: ସୁପ୍ରିମକୋର୍ଟ କଲେଜିୟମର ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ୍ ର’ ଏବଂ ଗୁଇନ୍ଦା ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିଛନ୍ତି। ଏହା ସହିତ କେନ୍ଦ୍ର ଯେଉଁ ସବୁ ଆପତ୍ତି ଉଠାଇଥିଲା ତାର ସବିଶେଷ ଉତ୍ତର ଦେଇଛନ୍ତି…

ସମଲିଙ୍ଗୀ ଓକିଲ ସୌରଭ କ୍ରିପାଲ ହାଇକୋର୍ଟ ବିଚାରପତି ହେବା ଉଚିତ: କଲେଜିୟମ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ସୌରଭ କ୍ରିପାଲଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ପୁଣିଥରେ ଦୋହରାଇଛନ୍ତି। ପୂର୍ବରୁ ଏହି ଓକିଲଙ୍କୁ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ଏହାପରେ ବି କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ଦର୍ଶାଇଛି। ସୌରଭ କ୍ରିପାଲ ଜଣେ…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା

ଭୁବନେଶ୍ୱର: ଓଡିଶାର ରାଜନୈତିକ କରିଡରକୁ ଦୋହଲାଇ ଦେଇଥିବା ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା। ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଥିବା ସୂଚନା ରହିଛି । ସୂଚନା ମୁତାବକ, ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ' ପ୍ରୋଗ୍ରାମ…

ଆବାସ ଯୋଜନାରେ ଅଯବ ମାପଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ, ବିଜେପି କହିଲା ତୃଣମୂଳ ସ୍ତରରେ ଘେରିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ ଭୋଟ୍ ଦେଇ ଘର ଖଣ୍ଡିଏ ପାଇଁ ଯେଉଁ ଆଶା ରଖିଥିଲା ତାହା ସଫଳ ନହେବା ପରେ ଏବେ ଅସନ୍ତୋଷ ଝାଡିବା ଆରମ୍ଭ କରିଛି । ଆଉ କେଉଁଠି…

ସାଧାରଣ ବଣ୍ଟନ କେନ୍ଦ୍ରରେ ବିଜେପି ଲଗାଇବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଏକ ପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେଣୁ ଯୋଜନାକୁ ନେଇ ଯେପରି ଲୋକଙ୍କ ଭିତରେ ଭ୍ରମ ନରହୁ ସେ ନେଇ ଆରମ୍ଭ ହୋଇଛି ପ୍ରଚାର ରାଜନୀତି। ଏହି କ୍ରମରେ ବିଜେପି ଏବେ ସାଧାରଣ ବଣ୍ଟନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ସ୍ଥିର…

ଟାଟା ପରିବାରର ବୋହୂ କାନ୍ଧରେ ଟୟୋଟା କମ୍ପାନୀର ଦାୟିତ୍ବ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ହେଉଛନ୍ତି ଟାଟା ଗ୍ରୁପର ଚେୟାରମ୍ୟାନ ତଥା ଶିଳ୍ପପତି ରତନ ଟାଟା। ଦେଶବାସୀଙ୍କ ପାଇଁ ଟାଟା ନାଁ କହିଲେ ଆଉ କିଛି ବ୍ୟାଖ୍ୟା କରିବାର ଆବଶ୍ୟକତା ନାହଁ। ଲୁଣଠାରୁ ଆରମ୍ଭ କରି କାର ତିଆରି କରେ ରତନ ଟାଟାଙ୍କ ନେତୃତ୍ବାଧୀନ କମ୍ପାନୀ ଟାଟା।…

ଓବିସି ଜନଗଣନାରେ ବିଳମ୍ବ, ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ବିଜେପି

ଭୁବନେଶ୍ୱର: ଓବିସି ଜନଗଣନାରେ ବିଳମ୍ବ ହେଉଥିବା କହି ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଚେତାବନୀ ଦେଇଛି। ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ଓବିସି ସର୍ଭେ କାହିଁକି ହେଉନାହିଁ ବୋଲି ଇତିମଧ୍ୟରେ ଓବିସି…

ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରୀ, ବୈଦେଶିକ ମନ୍ତ୍ରାଳୟ କହିଲା ‘ଉଦ୍ଦେଶ୍ୟ ମୂଳକ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅନ୍ତର୍ଜାତୀୟ ଗଣମାଧ୍ଯମ ସଂସ୍ଥା ବିବିସି ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସାରଣ କରିଛି। “ଭାରତ: ମୋଦୀ ପ୍ରଶ୍ନ” ଶୀର୍ଷକରେ ଦୁଇଟି ଭାଗରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ କରିଛି  ବିବିସି। ଏହାକୁ ନେଇ ବିବାଦ ବଢିବା ପରେ ପ୍ରତିକ୍ରିୟା…

ବାବୁ ବନାମ ନେତା: ବିଡିଓଙ୍କୁ ‘କିରାଣୀ’ କହିଲେ କନକ ବର୍ଦ୍ଧନ ସିଂହ ଦେଓ

ବଲାଙ୍ଗୀର: ବଲାଙ୍ଗୀରରେ ନେତା ବନାମ ବାବୁ ପାର୍ଟ ଟୁ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ଥିବାବେଳେ ପୁଣିଥରେ ସାମ୍ନାକୁ ଆସିଛି ଆଉ ଜଣେ ପ୍ରଶାସନିକ ଅଧିକାରୀ ତଥା ବିଡିଓ ବାବୁ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହ ଦେଓଙ୍କ…