ପିଚୁ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: କୌଣସି ରାସ୍ତାରେ ପିଚୁ ପଡୁଥିଲେ ମାସକ ମଧ୍ୟରେ କେହି ତାକୁ ଉଠାଇବାକୁ ପ୍ରୟାସ କରିପାରିବେନି । ଏପରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଏକ ଚେତାବନୀ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ମଙ୍ଗଳବାର ପ୍ରେସ ରିଲିଜ…