Latest Odisha News

BREAKING NEWS

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର: ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଏହି ନିଯୁକ୍ତି ସେ…

ଆଇଏଏସ ମନୋଜ ମିଶ୍ରଙ୍କୁ ଠିକା ନିଯୁକ୍ତି, ନଜର ପକାନ୍ତୁ ବିଜେଡି-ବିଜେପିର ଆଭିମୁଖ୍ୟ ଉପରେ

ଭୁବନେଶ୍ୱର: ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଦୁଇ ଦିନ ତଳେ ମନୋଜ ମିଶ୍ର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ୍)ରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଗ୍ରହଣ କରାଯିବାର ତୁରନ୍ତ ପରେ…

‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ’, ଆଖିରେ ଆଙ୍ଗୁଠି ଗେଞ୍ଜି ମିଛ କହିଲେ…

ଭୁବନେଶ୍ୱର: ବିଶ୍ୱରେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ । ରାଜ୍ୟ ସରକାର ଓ ଶାସକ ଦଳର ନେତା ଏହି ଦାବି କରିବା ପରେ ଅଲିମ୍ପିକ୍ସର ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ଦାବି ଭୁଲ୍ ବୋଲି ଜଣାପଡିଛି। ଏହାପରେ ବିବାଦ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀ…

୨୦୨୪ ପୂର୍ବୁର ନକ୍ସଲ ମୁକ୍ତ ହେବ ଭାରତ: ଗୃହମନ୍ତ୍ରୀ

ରାୟପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ଦେଶକୁ ନକ୍ସଲ ସମସ୍ୟାରୁ ମୁକ୍ତ କରିବା ଦିଗରେ ମୋଦୀ ସରକାର କାମ କରୁଛନ୍ତି। ଶନିବାର ଛତିଶଗଡର କୋରବା ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି…

ମାନିଲା ଆମେରିକା: ମୋଦୀଙ୍କ ପାଖରେ ରହିଛି ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବାର କ୍ଷମତା

ଓ୍ୱାଶିଂଟନ: ୧୧ ମାସରେ ପହଞ୍ଚିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ କହିଛି ଯେ ୟୁକ୍ରେନରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ଜରୁରୀ। ଆମେରିକା ବିଶ୍ୱାସ କରେ ଯେ କେବଳ ଭାରତ ରୁଷ…

୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବ: କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଅନୁଗୁଳ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ଭାରତର ପ୍ରଥମ…

ଛତିଶଗଡର ପ୍ରଥମ ମହିଳା ଅଗ୍ନିବୀର ହିସା: ଝିଅର ପାଠ ପାଇଁ ଜମି, ଅଟୋ ବିକ୍ରି କରିଦେଇଛନ୍ତି କ୍ୟାନସର ଆକ୍ରନ୍ତ ବାପା

ରାୟପୁର: ଜଣେ ଅଟୋ ଡ୍ରାଇଭରର ଝିଅ କଠିନ ପରିଶ୍ରମ ଏବଂ ସାହସ ବଳରେ ଛତିଶଗଡର ପ୍ରଥମ ମହିଳା ଅଗ୍ନିବୀର ହୋଇଛନ୍ତି। ଏହି ସୁନା ଝିଅର ନାମ ହେଉଛି - ହିସା ବାଘେଲ । ସେ ମୂଳତଃ ଛତିଶଗଡର ଦୁର୍ଗ ଜିଲ୍ଲାର ବୋରିଗାର୍କା ଗାଁର ବାସିନ୍ଦା।ସେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ନିଯୁକ୍ତି ୨୦୨୩…

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

ନୂଆଦିଲ୍ଳୀ: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ…

‘ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ ଓ ଗର୍ଭବତୀ ମହିଳା ରକ୍ତହୀନତାର ଶୀକାର ଚିନ୍ତାଜନକ’

ଭୁବନେଶ୍ୱର: ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି), ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି…

ବର୍ଷର ପ୍ରଥମ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ, ନିର୍ଣ୍ଣାୟକ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ହାର୍ଦ୍ଦିକ ଆଣ୍ଡ…

ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଟି -୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଏହି ନିର୍ଣ୍ଣାୟକ ତଥା ଡୁ କିମ୍ବା ଡାଏ ମ୍ୟାଚରେ ପ୍ରଥମେ ଖେଳି ଟିମ୍ ଇଣ୍ଡିଆ ୨୦ ଓଭରରେ ୫…