ମମତାଙ୍କ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଦୁଇ ଦିନରେ ଦ୍ବିତୀୟ ଥର ପଥର ମାଡ଼
କୋଲକାତା: ମଙ୍ଗଳବାର ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡି ସବଡିଭିଜନ ଅନ୍ତର୍ଗତ ଫନସିଦେବାରେ ଦୁର୍ବୃତ୍ତମାନେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଛନ୍ତି। ଏହି ଘଟଣାରେ ଦୁଇଟି ଝରକା ଏବଂ ଗୋଟିଏ କବାଟ ଭାଙ୍ଗିଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହା ହେଉଛି…