Latest Odisha News

BREAKING NEWS

ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ: ମମତାଙ୍କ ହାଇଡ୍ରାମା, ଜିଦରେ ଅଟଳ ରହିଲେ

କୋଲକାତା: ଆଜି ସକାଳେ ପଶ୍ଚିମବଙ୍ଗର ହାଓ୍ୱଡା ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଛି। କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଉଦଘାଟନ କରିବାକୁ ଆସିନଥିଲେ। କିନ୍ତୁ ପାଖରେ ସାଧାରଣ ଲୋକ ଏବଂ ଅନ୍ୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ ହୋଇଛି। ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମା ହୀରାବେନଙ୍କ ମୃତ୍ୟୁ ବାବଦରେ ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସକାଳ ୭ ଟା ୪୦ରେ ମୋଦୀ ଅହମଦାବାଦ ପହଞ୍ଚିଥିବା  ସୂଚନା ରହିଛି । ଏହା…

ଏବେ ଯେକୌଣସି ସ୍ଥାନରେ ରହି ନିର୍ବାଚନ ବେଳେ ଦେଇପାରିବେ ଭୋଟ୍!

ନୂଆଦିଲ୍ଲୀ: ଏବେ ଦେଶର ଯେକୌଣସି ସ୍ଥାନରେ ରହିଥିଲେ ମଧ୍ୟ ଜଣେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଦେଇପାରିବା ସମ୍ଭବ ହେବ। ନିଯୁକ୍ତି, ଶିକ୍ଷା କିମ୍ବା ଅନ୍ୟାନ୍ୟ କାରଣ ପାଇଁ ଦେଶର ଅନ୍ୟ ପ୍ରାନ୍ତରେ ବସବାସ କରୁଥିବା ନାଗରିକଙ୍କୁ ନିଜ ସହରରୁ ରିମୋଟ୍ ଭୋଟିଂ ସୁବିଧା ଯୋଗାଇ ଦେବା ପାଇଁ…

ପରଲୋକରେ ଫୁଟବଲ ଜଗତର ପ୍ରଥମ ଗ୍ଲୋବାଲ ସୁପରଷ୍ଟାର ପେଲେ

ବ୍ରାସିଲିଆ: ବ୍ରାଜିଲ ଫୁଟବଲର କିମ୍ବଦନ୍ତୀ ତଥା ତିନି ଥର ବିଶ୍ୱକପ୍ ବିଜେତା ପେଲେଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କୁ ଫୁଟବଲ ଜଗତର ପ୍ରଥମ ଗ୍ଲୋବାଲ ସୁପରଷ୍ଟାର ବୋଲି କୁହାଯାଉଥିଲା। ୨୦୨୧ ସେପ୍ଟେମ୍ବରରେ ଏକ ଟ୍ୟୁମରକୁ ତାଙ୍କ ଶରୀରରୁ ଅସ୍ତ୍ରୋପଚାର ପରେ ବାହାର କରାଯାଇଥିଲା।…

କାଶ ସିରପ ପିଇ ମୃତ୍ୟୁ: ଉଜବେକିସ୍ତାନକୁ ତଦନ୍ତର ସବିଶେଷ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ: ଏକ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ କାଶ ଔଷଧ ପିଇବା ପରେ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବଡ଼ ବିବୃତ୍ତି ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତର ଫାର୍ମା ଇଣ୍ଡଷ୍ଟ୍ରି ସମଗ୍ର ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣକାରୀ ଅଟେ…

ତୁମେ ମୋତେ ଖୁିସିରେ ରଖ, ମୁଁ ତୁମକୁ….

ଚଣ୍ଡିଗଡ଼: ହରିଆଣାରେ ଜଣେ ଜୁନିଅର ମହିଳା କୋଚ୍ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳା କୋଚ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ସନ୍ଦୀପ ତାଙ୍କୁ ତାଙ୍କ ଘରକୁ ଡାକି ଅସଦାଚରଣ କରିଥିଲେ। ମହିଳା ପ୍ରଶିକ୍ଷକ କ୍ରୀଡ଼ା ମନ୍ତ୍ରୀଙ୍କ…

ଇସ୍ରାଏଲରେ ପୁଣି ନେତାନ୍ୟାହୁ ସରକାର, ମୋଦୀଙ୍କ ଅନ୍ଯତମ ଘନିଷ୍ଠ ବନ୍ଧୁ

ଜେରୁଜେଲମ: ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେତନ୍ୟାହୁ (୭୩) ଇତିମଧ୍ୟରେ ଇସ୍ରାଏଲର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ୧୨୦ ସଦସ୍ୟ ବିଶିଷ୍ଟ ନେସେଟ୍ (ଇସ୍ରାଏଲି ସଂସଦ)ରେ ୬୩ ଜଣ…

ବିଜେଡିର କେନ୍ଦ୍ର ଅବହେଳା ପ୍ରସଙ୍ଗ, ତିନି କେନ୍ଦ୍ରମନ୍ତ୍ରୀ ଦେଲେ ହିସାବ

ଭୁବନେଶ୍ୱର: ବିଜୁ ଜନତା ଦଳ ନେତୃତ୍ୱାଧୀନ ସରକାର ବିରୋଧରେ ବର୍ଷିବା ସହିତ କେନ୍ଦ୍ର ଅବହେଳ ପ୍ରସଙ୍ଗର କଡା ଜବାବ ଦେଇଛନ୍ତି ତିନି କେନ୍ଦ୍ରମନ୍ତ୍ରୀ। ଭୁବନେଶ୍ୱର ରେଳଷ୍ଟେସନର ନବୀକରଣ ଭିତ୍ତିପ୍ରସ୍ତର ବେଳେ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର…

ପଠାନ ଫିଲ୍ମରୁ ହଟିବ ଗେରୁଆ ରଙ୍ଗର ବିକିନି ସିନ୍

ମୁମ୍ବାଇ: ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'କୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ପଠାନର ଗୀତ 'ବେଶରମ ରଙ୍ଗ'ରେ ଦୀପିକାଙ୍କ ଗେରୁଆ ବିକିନି ଏବଂ ଗୀତର ଲିରିକ୍ସକୁ ନେଇ ବିବାଦ ତେଜିଥିଲା। ଏହି ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନିକୁ ନେଇ…

ଓଡ଼ିଶାରେ ଦୁଇଟି ନୂଆ ଟ୍ରେନର ଶୁଭାରମ୍ଭ, ଭଦ୍ରକକୁ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ବୈଷ୍ଣବ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ଦୁଇଟି ଟ୍ରେନର ଆଜି ଶୁଭାରମ୍ଭ ହୋଇଛି। ସେହିପରି ଭଦ୍ରକ ମେମୁ ଟ୍ରେନ ପୁଣିଥରେ ଗଡ଼ିବ ବୋଲି ରେଳମନ୍ତ୍ରୀ…