Latest Odisha News

BREAKING NEWS

ମୋଦୀଙ୍କ ସହ ସାକ୍ଷାତ ପରେ ପ୍ରଶଂସା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ନୂଆ ବର୍ଷ ଅବସରରେ ବାଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବାଘେଲ ତାଙ୍କୁ ଛତିଶଗଡର ବିଭିନ୍ନ ଯୋଜନା ତଥା ମିଲେଟ ମିଶନ…

ନୂଆବର୍ଷରୁ ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା 1 ଜାନୁୟାରୀ 2023ରେ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା ଅଧୀନରେ ଏନଏଫଏସଏ ଅନ୍ତର୍ଗତ 2023 ବର୍ଷ ପାଇଁ 81.35 କୋଟି…

‘ବିଜେପି-ଆରଏସଏସ ମୋ ପାଇଁ ଗୁରୁ, ଆଗାମୀ ନିର୍ବାଚନରେ ବିଜେପି ଜିତିବା କଷ୍ଟକର’

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ପୁଣିଥରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସ ତାଙ୍କ ପାଇଁ ଗୁରୁ ସଦୃଶ । ବିଜେପି ଓ ଆରଏସଏସକୁ ଗୁରୁ ବୋଲି ସେ ମାନନ୍ତି। ଭରତ ଯୋଡ ଯାତ୍ରାର ପ୍ରଥମ ପର୍ଯ୍ୟାୟ…

ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବା ଋଷିଆ ପର୍ଯ୍ୟଟକଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର: ରାୟଗଡାରେ ଦୁଇ ଜଣ ରୁଷୀୟ ପର୍ୟ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶନିବାର ଭୁବନେଶ୍ୱର ରେଲଓ୍ୱେ ଷ୍ଟେସନ୍ ସମ୍ମୁଖରେ ଏକ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା…

ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଶାହଙ୍କ ହୁଙ୍କାର

ବେଙ୍ଗାଲୁରୁ: ବିଜେପି କର୍ଣ୍ଣାଟକରେ ଏକାକୀ ନିର୍ବାଚନ ଲଢିବ ଏବଂ ଜିତିବ। କର୍ଣ୍ଣାଟକରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଦଳୀୟ କର୍ମୀ ଏବଂ ନେତାଙ୍କ ସହ ଆଲୋଚନା କରିବା ପରେ ଏଭଳି ଦମ୍ଭୋକ୍ତି ପ୍ରକାଶ…

କରୋନା ପ୍ରସଙ୍ଗରେ ତଥ୍ୟ ସାର୍ବଜନୀନ କରିବାକୁ ଚୀନକୁ WHOର ପରାମର୍ଶ

ନୂଆଦିଲ୍ଲୀ: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମୃତ୍ୟୁସଂଖ୍ୟା ମଧ୍ୟ ଆକାଶଛୁଆଁ ହୋଇଛି। ଚାଇନା ସରକାର କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ରିପୋର୍ଟ ସାର୍ବଜନୀନ କରିବା ବନ୍ଦ କରି ଦେଇଛନ୍ତି। ତେଣୁ ସାରା ବିଶ୍ୱ ଏଥିପାଇଁ ଚିନ୍ତିତ। କାରଣ ପ୍ରକୃତ ସ୍ଥିତି ଜଣା ପଡୁନାହିଁ। ତେବେ ସୋସିଆଲ…

ଏଲନ ମସ୍କଙ୍କ ଅଧା ସମ୍ପତ୍ତି ଡୁବିଲା, ପ୍ରଥମ ବ୍ୟକ୍ତି ଭାବେ ୨୦୦ ବିଲିୟନ ଡଲାର ହରାଇଲେ

ନ୍ୟୁୟର୍କ: ଏଲୋନ୍ ମସ୍କ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି। ଯିଏ ୨୦୦ ବିଲିୟନ ଡଲାରରୁ ଅଧିକ ବ୍ୟକ୍ତିଗତ ସମ୍ପତ୍ତି ହାସଲ କରିଥିଲେ। ଜାନୁଆରୀ ୨୦୨୧ ରେ ସେ ଏହି ସମ୍ପତ୍ତି ଅର୍ଜନ କରିଥିଲେ। ଜେଫ୍ ବେଜୋସଙ୍କ ପରେ ଏପରି କରିଥିବାର ପ୍ରଥମ ବ୍ୟକ୍ତି ଥିଲେ। ଟେସଲା କମ୍ପାନୀର ମୁଖ୍ୟ…

ନୂଆବର୍ଷ ପୂର୍ବରୁ ୟୁକ୍ରେନ ଉପରେ ଋଷର ଏୟାରଷ୍ଟ୍ରାଇକ

ମସ୍କୋ: ଗୋଟିଏ ପଟେ ସମଗ୍ର ବିଶ୍ୱ ନୂଆ ବର୍ଷ ପାଳନ କରିବାରେ ବ୍ୟସ୍ତ, ଅନ୍ୟପଟେ ଋଷ ପୁଣିଥରେ ୟୁକ୍ରେନର ରାଜଧାନୀ ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ ଉପରେ ଗୋଟିଏ ପରେ ଗୋଟିଏ ୧୦ଟି କ୍ଷେପଣାସ୍ତ୍ର ପକାଇ ବିସ୍ଫୋରଣ କରିଥିବା ଶୁଣିବାକୁ ମିଳିଛି। ଏହି ଆକ୍ରମଣ ପରେ ସାରା ଦେଶରେ ଏୟାର ରେଡ୍…

ଅନ୍ୟମନସ୍କ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ୨୦୨୨ରେ ୧୯ ହଜାର ଦୁର୍ଘଟଣା ଘଟିଛି

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡର ଦିଲ୍ଲୀ-ଡେରାଡୁନ ରାଜପଥରେ ନିଜ କାର ସହ ଏକ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଦେଶରେ ଏଭଳି ଘଟଣା ଅନେକ ସମୟରେ ଦୁଃଖର କାରଣ ପାଲଟିଥାଏ। ଦୁଇ ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି…

OS EXCLUSIVE: ଋଷ ପର୍ଯ୍ଯଟକଙ୍କ ଶବଦାହକୁ ନେଇ ଋଷ ରାଷ୍ଟ୍ରଦୂତ ଏବଂ ମନୀଷ ତିଓ୍ୱାରୀଙ୍କ ମଧ୍ୟରେ ଟ୍ବିଟ୍ ଓ୍ୱାର

ଭୁବନେଶ୍ୱର: ଋଷ ସାଂସଦ ତଥା ବ୍ୟବସାୟୀ ପାଭେଲ ଆଂଟୋଭ ଓ ତାଙ୍କର ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ନେଇ ଗୋଟିଏ ପଟେ ରହସ୍ୟ ଘେରରେ ରହିଛି। ଅନ୍ୟପଟେ ଦୁଇ ଜଣଙ୍କ ଶବଦାହକୁ ନେଇ ଋଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ ଏବଂ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀଙ୍କ ମଧ୍ୟରେ ତେଜିଛି ଟ୍ବିଟ୍…