Latest Odisha News

BREAKING NEWS

ଚାଇନାରେ କୋଭିଡ୍ ସଂକ୍ରମଣ ବଢିବା ପରେ ରାଜ୍ଯମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନା ଏବଂ ଅନ୍ୟାନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଆଧାରରେ ଜେନୋମ ସିକ୍ୱେନ୍ସିଂ ଲାବୋରେଟୋରୀରେ କୋଭିଡ୍ ପଡିଟିଭ ମାମଲାର ନମୁନା ଦାଖଲ କରିବାକୁ କହିଛନ୍ତି। ଜାପାନ,…

ଅମ୍ରିତ ପାତ୍ରଙ୍କୁ ଟଙ୍କା ପାଇଁ ଅପହରଣ କରିଥିଲେ ଗାଁର ତିନି ଯୁବକ: ଏସପି

ନୟାଗଡ: ବହୁଚର୍ଟ୍ଟିତ ନୟାଗଡ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ପଛର ସତ ସାମ୍ନାକୁ ଆସିଛି। ଟଙ୍କା ପାଇଁ ତିନି ଜଣ ମିଶି ଏହି ଅପହରଣ ନାଟକ ରଚିଥିଲେ ବୋଲି ପୋଲିସ  ସୂଚନା ଦେଇଛି। ତିନି ଅଭିଯୁକ୍ତକୁ ପୋଲିସ ଏବେ ଗିରଫ କରିଛି। ଗାଡି ଟଙ୍କା ଆଣି ଲୋନ୍…

ମନ୍ତ୍ରୀ ରୀତା ସାହୁଙ୍କ ପୁୁଅ ଥାନାରେ ଅଟକ

ବିଜେପୁର: ମନ୍ତ୍ରୀ ରୀତି ସାହୁଙ୍କ ପୁଅ ଥାନାରେ ଅଟକ। ମହିଳାଙ୍କୁ ଖରାପ ବ୍ୟବହାର ସହିତ ଶାଢୀ ଟାଣିବା ଅଭିଯୋଗର ପୋଲିସ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ଥାନାରେ ଅଟକ ରଖିଛି। ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମାମଲାରେ ପୁଲିସ ରୀତାଙ୍କ…

ଇଡକଲ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ମଙ୍ଗଳବାର ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ରାଶି ଥିବା ଜାଣିବାକୁ ପାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରା ଏବେ ଭିଜିଲାନ୍ସ ସ୍କାନରରେ। ଭିଜିଲାନ୍ସର…

ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ପରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇଛି। ରାଜ୍ୟରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ…

ୟୁଟ୍ଯୁବ ସର୍ଟସ ଭିଡିଓକୁ କେମିତି କରିବେ ଡାଉନଲୋଡ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ୟୁଟ୍ୟୁବ୍ ସର୍ଟସ୍ ବହୁତ ଟ୍ରେଣ୍ଡ କରୁଛି। ଇନଷ୍ଟାଗ୍ରାମ ରିଲ୍ସ ଏବଂ ଟିକଟକ ପରେ, ୟୁଟ୍ୟୁବ୍ ସର୍ଟସ୍ ଏକମାତ୍ର ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ୟୁଜର ପ୍ରତିଦିନ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିପାରିବେ। ଏପରି ପରିସ୍ଥିତିରେ, ୟୁଟ୍ୟୁବ୍…

ମାଡ଼ି ଆସିଲା ଜାଡ, ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। ଗୋଟିଏ ଦିନରେ ତାପମାତ୍ରା ୨ରୁ ୪.୬ ଡିଗ୍ରୀ ଖସିଛି। ରବିବାର ରାତିରେ କନ୍ଧମାଳର ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି। ଯାହା ଶନିବାର ରାତିରେ ଥିଲା ୭ ଡିଗ୍ରୀ। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ରାତିରେ ତାପମାତ୍ରା…

ଜାନୁଆରୀ ୨୫ରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଆରମ୍ଭ ହେବ

ନୂଆଦିଲ୍ଲୀ: ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ। ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ…

ହଠାତ ଦୃଦଘାତ ହୋଇ ମୃତ୍ୟୁ ହେବା ପଛରେ ଲଙ୍ଗ କୋଭିଡ୍ !

ନୂଆଦିଲ୍ଲୀ: ବଲିଉଡ ସିଙ୍ଗୀର କେକେ ହୁୁଅନ୍ତୁ ଅବେ କମେଡିଆନ ରାଜୁ ଶ୍ରୀବାସ୍ତବ ହଠାତ ଅସୁସ୍ଥ ଅନୁଭବ କରିବା ପରେ ହୃଦଘାତର ଶିକାର ହୋଇଥିଲେ ପରେ ପ୍ରାଣ ହରାଇଛନ୍ତି। ଏହିପରି ଅନେକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ସବୁ ଘଟଣାରେ ସନ୍ଦେହ ଜନକ ହୃଦଘାତ ରହିଛି।…

ଆଠ ଯୋଡ଼ା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ସ୍ଥାୟୀ ଭାବରେ ଯୋଡାଯିବ

ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ…