ରାଜ୍ୟପାଳଙ୍କ ବିରୋଧରେ ମହାରାଷ୍ଟ୍ରରେ ମହାମେଣ୍ଟର ମହାରାଲି
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିବାଦୀୟ ବୟାନକୁ ନେଇ ଶିବସେନା ଉଦ୍ଧବ ବାଲାସାହେବ ଠାକରେ, ନ୍ୟାଶନାଲ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଆଗାଢି (ଏମଭିଏ) ସହଯୋଗୀ ଦଳ ମୁମ୍ବାଇରେ ମହାରାଲି କରିଛନ୍ତି।
ନିକଟରେ ଏକ କାର୍ଯ୍ୟକ୍ରମରେ…