ତାୱାଙ୍ଗରେ ଉତ୍ତେଜନା: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତ ଏବଂ ଚୀନ୍ ଯବାନଙ୍କ ସଂଘର୍ଷ ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଙ୍ଗଳବାର ଉଭୟ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ମୁଲତବୀ…