ଆଇପିଏଲରୁ ଅବସର ନେଲେ ବ୍ରାଭୋ, ଜାଣନ୍ତୁ ଏବେ ସେ କ’ଣ କରିବେ?
ଚେନ୍ନାଇ: ଡୱେନ ବ୍ରାଭୋ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଟିମ ଆଇପିଏଲରେ ଅନେକ ସଫଳତା ହାସଲ କରିିଛି । ଆଉ ବ୍ରାଭୋ ମଧ୍ୟ ଏହି ସଫଳତା ପଛରେ ଅନ୍ୟତମ ଖେଳାଳି । ଯିଏକି ଏବେ ଆଇପିଏଲରୁ ଅବସର ଘୋଷଣା…