Latest Odisha News

BREAKING NEWS

ନିର୍ବାଚନ ଜିତିଲେ ଭାରତଠାରୁ ଜମି ଫେରାଇ ଆଣିବି: ଓଲି

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି ଯେ ନଭେମ୍ବର ୨୦ ନିର୍ବାଚନରେ ​​ଯଦି ତାଙ୍କ ଦଳ କ୍ଷମତାକୁ ଫେରିବ, ତେବେ ଭାରତ ସହ ଯୋଡି ଦାବି କରିଥିବା ହିମାଳୟ ଅଞ୍ଚଳକୁ ସେ ଫେରାଇ ଆଣିବ। ନେପାଳ-ଭାରତ ସୀମା ନିକଟ ଦୂର ପଶ୍ଚିମ ନେପାଳର ଡାର୍କୁଲା ଜିଲ୍ଲାରେ…

ରୁଷର ଏକତା ଦିବସରେ ଭାରତୀୟଙ୍କୁ ପୁଟିନଙ୍କ ପ୍ରଶଂସା

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଭାରତବାସୀଙ୍କୁ ପ୍ରଶଂସା କରିଛନ୍ତି। ଭାରତୀୟମାନଙ୍କୁ ଦକ୍ଷ ବୋଲି କହି ସେ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଭାରତ ଅନେକ ସଫଳତା ହାସଲ କରିବ ବୋଲି ସେ ଆଶାବାଦୀ। ରୁଷର ଏକତା…

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବେ?

ଭୁବନେଶ୍ୱର: ଆସନ୍ତାକାଲି ଧଦ୍ରକ ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟରେ ଖାଲିପଡିଥିବା ଆଉ ଏକ ବିଧାନସଭା ଆସନ ବରଗଡ ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ଏହି ଆସନ…

ଚାକିରି ଦେବା ନାଁରେ ୧.୪୭ କୋଟି ଟଙ୍କାର ଠକେଇ, ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚ ଶାଖାର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଶନିବାର ଜଣେ ଠକକୁ ଗିରଫ କରିଛି।ବାଲେଶ୍ବର ଜିଲ୍ଲା ଚନ୍ଦନଶ୍ୱର ଅଞ୍ଚଳରୁ ଗିରଫ ହୋଇଛି ଠକ ଜୟନ୍ତ ମହାନ୍ତି। ଯିଏକି ଅନ୍ୟକୁ ଠକି ରୋଜଗାର କରିବାର ଉଦ୍ଦେଶ୍ୟ ରଖିଥିଲା। ଚାକିରୀ କରାଇଦେବା ନାଁରେ ସମ୍ପୃକ୍ତ…

ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଗତକାଲି ଏହି ଫିଲ୍ନକୁ ହଲରେ ଦେଖିଛନ୍ତି ଦର୍ଶକ। କିନ୍ତୁ ବିଡମ୍ବନାର କଥା ହେଲା ଏହି ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ…

ପ୍ରଥମ ଓଡ଼ିଆ: ଏନଏମଏର ଅଧ୍ୟକ୍ଷ ଭାବେ ପ୍ରଫେସର କିଶୋର କୁମାର ବାସା ନିଯୁକ୍ତ

ଭୁବନେଶ୍ୱର:  ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା।କେନ୍ଦ୍ର…

ସର୍ଟ ସର୍କିଟରୁ ବିସ୍ଫୋରଣ କଲା ଫ୍ରିଜ, ତିନି ଜଣଙ୍କର ମୃତ୍ୟୁ

ଚେନ୍ନାଇ: ମୃତ୍ୟୁ ଏମତି ବି ଆସେ ବୋଲି କେହି କେବେ ଭାବିନଥିବେ ଯେମିତି ଶୁକ୍ରବାର ତାମିଲନାଡୁରେ ଏକ ଅଘଟଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଚେଙ୍ଗଲପଟ୍ଟି ଜିଲ୍ଲାରେ ଏକ ଘରେ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଶବ୍ଦଟି କଲୋନୀରେ ବ୍ୟାପିଗଲା। ଏହି ଫ୍ରିଜ୍…

ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା, ୫.୩୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କଟକ: ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ମାଟ୍ରିକ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-୧ ପରୀକ୍ଷା ଚଳିତ ମାସ ୨୩ରୁ ଆରମ୍ଭ ହୋଇ ୩୦ ତାରିଖରେ ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷାପରିଷଦ ବୋର୍ଡ (ବିଏସ୍ଇ) ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମାଟ୍ରିକ୍ ସମେଟିଭ୍ ମୂଲ୍ୟାଙ୍କନ -୧ ପରୀକ୍ଷା…

ମୋବାଇଲ ଲୁଟିବାକୁ ଆସି ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ କରିବାରୁ ମା’କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ବାସୁଦେବପୁର: ସହର ମାନଙ୍କରେ ନିତିଦିନ ଗନ୍ ପଏଣ୍ଟରେ ଲୁଟ୍, ହତ୍ୟା ଉଦ୍ୟମ ଖବର ଶୁଣିଥିବେ କିନ୍ତୁ ଏବେ ଗାଁ ଗୁଡିକରେ ମଧ୍ୟ ସମାନ ଧରଣର ଦୁର୍ବୃତ୍ତ ପାଦ ଥାପିଲେଣି। ଯାହା ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖିବାକୁ ମିଳିଛି। ବାସୁଦେବପୁର ଥାନା ସୀମା…

ପାକିସ୍ତାନ ମ୍ୟାଚ ଖେଳିବାକୁ ଭାରତ ଯିବ କି ନାହିଁ ସ୍ପଷ୍ଚ କଲେ ବିସିସିଆଇ ସଭାପତି

ମୁମ୍ବାଇ: ଏସିଆ କପ୍ ୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି, କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବାର ବର୍ଷକ ପୂର୍ବରୁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଭାରତ ଓ ପାକିସ୍ତାନ ମ୍ୟାଚ ପରେ…