ଭୋଟ୍ ପୂର୍ବ ରାତିରେ ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ
ଭୁବନେଶ୍ୱର: ରାତି ପାହିଲେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡିବ। ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ବିଜେଡି-ବିଜେପି ପରସ୍ପରକୁ ଟାର୍ଗେଟ କରିବା ଏବଂ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ପ୍ରକ୍ରିୟା ଥମିନାହିଁ। ଆଜି ରାତି ୯ଟା ବେଳେ ବିଜେଡିର ୪…