ଜେଲରେ ପୁଞ୍ଜିଲାଲ ପଢୁଛି ଜର୍ଣ୍ଣାଲିଜିମ୍!
ବଲାଙ୍ଗୀର: ଜେଲରେ ରହି ଜର୍ଣ୍ଣାଲିଜିମି କରୁଛି ପାଟଣାଗଡ ପାର୍ସଲବୋମା ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲରେ ରହି ପୁଞ୍ଜିଲାଲ ମେହେର ଏବେ ପାର୍ସଲ ବୋମା ଘଟଣାର ଶୁଣାଣିର ସାମ୍ନା କରୁଛି। ଇତି ମଧ୍ୟରେ ସେ ଆଇନରେ ପାଠ ପଢିବାକୁ ଇଛୁକ ରଖିଥିଲା। ହେଲେ…