ଲ୍ୟାବରେ ତିଆରି ହେଲା କରୋନା ଭାଇରସ, ‘ଉହାନ ଭାଇରସ’ଠୁ ଅଧିକ ମାରାତ୍ମକ
ନୂଆଦିଲ୍ଲୀ: ଗତ ଅଢେଇ ବର୍ଷ ଧରି କରୋନା ଭାଇରସ ସାରା ବିଶ୍ୱକୁ ପ୍ରଭାବିତ କରିଦେଇଛି। ଟିକାକରଣ ପରେ ଯଦିଓ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି, ତଥାପି କରୋନାର ଭୟ ଯାଇନି। ଏହି ସମୟ ମଧ୍ୟରେ ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଲ୍ୟାବରେ କରୋନା ଭାଇରସର ଏକ କୃତ୍ରିମ ରୂପ…