ଗାଁ ଦାଣ୍ଡରେ ହାତୀ, ଆକ୍ରମଣରେ ବୃଦ୍ଧା ମୃତ
ବଲାଙ୍ଗୀର: ଦନ୍ତା ହାତୀ ପାଇଁ ଲୋକେ ଅସ୍ତବ୍ୟସ୍ତ । ହାତୀ ଦଳିଦେବାରୁ ବୃଦ୍ଧାଙ୍କ ମୃତ୍ୟୁ । ବୃଦ୍ଧା ବାସନ୍ତୀ ଅଙ୍ଗରିଆ ଘରୁ ବାହାରକୁ ବାହାରିଥିବା ବେଳେ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟ ହୋଇଛି । ଏହି ଘଟଣା ପରେ ଲୋକେ ବାହାରକୁ ନ ବାହାରିବାକୁ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ଜଙ୍ଗଲ…