‘ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠିବ ଧାମନଗର ଉପନିର୍ବାଚନରେ’
ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗ କେବେଳ ରାଜଧାନୀରେ ଥିବା ମିଡିଆରେ ସମୀତ ହୋଇ ରହିବ ନାହିଁ। ଏହା ଧାମନଗର ବିଧାନସଭା ଉପନିର୍ବାଚନ ବେଳେ ମଧ୍ୟ ଉଠିବ। ଏହା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ନଭେମ୍ବର 3ରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏହା ପୂର୍ବରୁ ତିନି ପ୍ରମୁଖ…