ପାସେଞ୍ଜର ଟ୍ରେନ୍ର ଇଞ୍ଜିନରେ ଲାଗିଗଲା ନିଆଁ
ଝାରୁସୁଗୁଡା: ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ଲାଗିଗଲା ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି। ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଉଛି।
ସୂଚନା ଅନୁଯାୟୀ, ମହାରାଷ୍ଚ୍ରର ଗୋନ୍ଦିଆରୁ ଆସିଥିଲା ଏହି ଟ୍ରେନ ।…